PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଝରଣାରୁ ପାଣି ଉଠାଉଥିବା ବେଳେ ପାଣିସ୍ରୋତରେ ଫସିଲେ ୫୦ରୁ ଉର୍ଦ୍ଧ୍ବ କାଉଡିଆ

ପଦ୍ମପୁର, ୮।୮  ଝରଣା ପାଣିରେ ଫସିଗଲେ କାଉଡିଆ । ଶିବ ମନ୍ଦିରରେ ପାଣି ଢାଳିବାକୁ ଯାଉଥିବା ବେଳେ ବରଗଡ ଜିଲ୍ଲା ନୃସିଂହନାଥ ଝରଣାରେ ଫସିଗଲେ ୫୦ରୁ ଉର୍ଦ୍ଧ୍ବ କାଉଡିଆ । ପାଣି ଉଠାଉଥିବା ବେଳେ ହଠାତ୍ ପାଣି ମାଡି ଆସିଥିଲା । ପାଣିର ସ୍ରୋତ ଅଧିକ ଥିବାରୁ କିଛି ସମୟ ପାଇଁ ଫସି ରହିଥିଲେ । ପରେ କାଉଡ଼ିଆ ମାନେ ସୁରକ୍ଷିତ ଭାବରେ କୂଳକୁ ଆସିଥିଲେ ।

ଶ୍ରାବଣ ମାସ  ସୋମବାର ପାଇଁ ବରଗଡ଼ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ନୃସିଂହନାଥ ମନ୍ଦିର ଠାରେ ଥିବା ଝରଣାରୁ ପାଣି ଆଣି ନିଜ ନିଜ ଗାଁରେ ଥିବା ଶିବ ମନ୍ଦିର କିମ୍ବା ମାନସିକ କରିଥିବା ଶିବ ମନ୍ଦିର ଠାରେ ପାଣି ଢାଳିଥାନ୍ତି  । ଶେଷ ସୋମବାରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି ।  ତେବେ ବର୍ଷା ଦିନରେ ଝରଣାରେ ଏପରି ଅଚାନକ ପାଣିର ସ୍ରୋତ ବଢିଯାଇଥାଏ ।