PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କେଜିଏଫ୍ ୨ : ଓଟିଟିରେ ରିଲିଜ୍ ପରେ ବି ବଡ଼ ପରଦାରେ ଜାରି ରହିଛି ରକି ଭାଇଙ୍କ ଜଲଓ୍ବା, ପ୍ରତିଦିନ ବଢୁଛି କଲେକ୍ସନ

ନୂଆଦିଲ୍ଲୀ,୨୩/୫ :  ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୨ ’ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡ଼ିଓରେ ରିଲିଜ ହୋଇଯାଇଛି । ତଥାପି ଲୋକମାନେ ଏହି ଫିଲ୍ମକୁ ହଲ୍‌ରେ ଦେଖିବାକୁ ପସନ୍ଦ କରୁଛନ୍ତି । ଏହି କାରଣରୁ ରିଲିଜର ୬ସପ୍ତାହ ପରେ ବି ‘କେଜିଏଫ ୨’ ବକ୍ସ ଅଫିସରେ ପ୍ରତିଦିନ ତା’ର କଲେକ୍ସନ ଜାରି ରଖିଛି ।  

ବକ୍ସ ଅଫିସରେ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ‘କେଜିଏଫ ଚ୍ୟାପ୍ଟର ୨’ର କଲେକ୍ସନ ଥମିବାରେ ନାଁ ଧରୁନି । ଖାଲି ଦେଶରେ ନୁହେଁ ବିଦେଶରେ ବି ଏହି ଫିଲ୍ମ ଧମାଲ କରୁଛି । ଏବେ ଏହି ଫିଲ୍ମର ଓ୍ବାଲ୍ଡଓ୍ବାଇଡ କଲେକ୍ସନ ସାମ୍ନାକୁ ଆସିଛି । ଟ୍ରେଡ ଆନାଲିଷ୍ଟ ମନୋବାଳା ବିଜୟବାଲନ ‘କେଜିଏଫ ଚ୍ୟାପ୍ଟର ୨’  କଲେକ୍ସନର ଅପଡେଟ ଲିଷ୍ଟ ଜାରି କରିଛନ୍ତି । ସେ କହିଛନ୍ତି କି ଏବେ ପର୍ଯ୍ୟନ୍ତ ଏହି ଫିଲ୍ମ ୧୨୨୧କୋଟି ଟଙ୍କାର କଲେକ୍ସନ କରିସାରିଛି ।

ସମ୍ବନ୍ଧିତ ଖବର