ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ବିଜେପିରେ ମିଶିବେ ଖାରବେଳ !

ଭୁବନେଶ୍ୱର ୨୪/୩: ମହାସମର ପାଇଁ ମଜଭୁତ ହେବାରେ ଲାଗିଛି ବିଜେପି । ରାଜ୍ଯ ରାଜନୀତିରେ ଅଭିଜ୍ଞତା ସମ୍ପନ୍ନ ନେତାମାନେ ଧରୁଛନ୍ତି ପଦ୍ମ । ବୈଜୟନ୍ତ ଓ ଦାମଙ୍କ ପରେ ଏବେ ଖାରବେଳ ମଧ୍ଯ ପଦ୍ମ ଧରିବେ । ଖାରବେଳଙ୍କ ସହିତ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ଚାନ୍ଦ ମଧ୍ଯ ପଦ୍ମ ଧରିବେ ବୋଲି ପ୍ରସ୍ତୁତ ହୋଇଗଲେଣି ।

ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁ, ପୂର୍ବରୁ ଅନେକ ଥର ଇଙ୍ଗିତ ମାଧ୍ଯମରେ ବିଜେପିରେ ମିଶିବା ନେଇ ସୂଚନା ଦେଇଥିଲେ । ତେବେ ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବର ପଦ୍ମ ଧରିପାରନ୍ତି ଖାରବେଳ । ମିଶ୍ରଣ ପର୍ବରେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ଚାନ୍ଦ ମଧ୍ଯ ପଦ୍ମ ଧରିପାରନ୍ତି । ଗତ ୨୦ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଦେବୀ ଚାନ୍ଦ ।

Copyright © 2022 - Summa Real Media Private Limited. All Rights Reserved.