PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଗୋଟିଏ SMS କରି ଜାଣନ୍ତୁ ଆପଣଙ୍କ PF ଖାତାରେ କେତେ ଟଙ୍କା ଅଛି

ଭୁବନେଶ୍ୱର ୨୬/୭: ଯଦି ଆପଣ ପିଏଫ୍ ଖାତାରେ ଜମା ରାଶି ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହାର ସୂଚନା କେବଳ ଏକ ଏସଏମଏସ ଜରିଆରେ ମିଳିପାରିବ । ଏଥିପାଇଁ ଆପଣଙ୍କୁ ନିଜ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରୁ ଗୋଟିଏ SMS ପଠାଇବାକୁ ପଡିବ । କିଛି ସେକେଣ୍ଡ ମଧ୍ଯରେ ବାଲାନ୍ସର ସୂଚନା SMS ମାଧ୍ୟମରେ ମିଳିଯିବ ।

କେମିତି ଜାଣିବେ SMS ରେ ପିଏଫ୍ ବାଲାନ୍ସ
SMS ଜରିଆରେ ପିଏଫ ଖାତାରେ ଜମା ରାଶିର ସମ୍ପର୍କରେ ଜାଣିବା ପାଇଁ ଆପଣଙ୍କୁ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରୁ SMS ପଠାଇବାକୁ ପଡିବ ।

ଇପିଏଫ୍ SMS ଜରିଆରେ ୧୦ଟି ଭାଷାରେ ବାଲାନ୍ସ ଜାଣିବା ପାଇଁ ସୁବିଧା ଦେଇଥାଏ । ଆପଣ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ମଧ୍ଯ ଜାଣିପାରିବେ ।

SMS ଜରିଆରେ ବାଲାନ୍ସ ଜାଣିବା ପାଇଁ ଆପଣଙ୍କୁ ନିଜ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରୁ EPFOHO UAN ସହିତ ଯେଉଁ ଭାଷାରେ ସୂଚନା ଜାଣିବାକୁ ଚାହୁଁଛନ୍ତି ସେହି ଭାଷାର ପ୍ରଥମ ୩ ଅକ୍ଷର ସହିତ 7738299899 କୁ ପଠାଇବାକୁ ପଡିବ ।

ଉଦାହରଣ ପାଇଁ ଯଦି ଆପଣ ଇଂରାଜୀରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ EPFOHO UAN ENG ଟାଇପ୍ କରି 7738299899 ରେ ପଠାଇବାକୁ ପଡିବ ।

ଏହିଭଳି ଅନ୍ଯଭାଷା ପାଇଁ ଏସଏମଏସ୍ କରିବାକୁ ପଡିବ । ଯଦି ଆପଣଙ୍କୁ ବାଲାନ୍ସର ମେସେଜ୍ ଆସୁନି ତେବେ ଆପଣ ଟ୍ରୋଲ୍ ଫ୍ରି ନମ୍ବର 1800118005 ରେ ଫୋନ୍ କରି ଏସମ୍ପର୍କରେ ବୁଝି ପାରିବେ ।