PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

କମ୍ ବୟସର ପୁଅ ଅଧିକ ବୟସର ଝିଅଙ୍କୁ କାହିଁକି କରନ୍ତି ପ୍ରେମ, ଜାଣନ୍ତୁ କାରଣ

ବର୍ତ୍ତମାନ ସମୟରେ ଗୋଟେ ପୁଅ ନିଜ ଜୀବନସାଥୀ ଖୋଜିବାବେଳେ ତାର ବୟସକୁ କେବେ ହେଲେ ଦେଖେନାହିଁ। ଏମିତି ବି ବହୁତ ପୁଅ ଅଛନ୍ତି ନିଜ ବୟସଠାରୁ ଅଧିକ ବୟସର ଝିଅଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ଆଉ ତାକୁ ହିଁ ନିଜର ଜୀବନସାଥୀ କରିଥାନ୍ତି।

ଆପଣ ଚାହିଁବେ ତ ବଲିଉଡର ଅଭିଷେକ ବଚ୍ଚନଙ୍କ ଠାରୁ ନେଇ କ୍ରିକେଟର ବିରାଟ କୋହଲି ଓ ବିଦେଶର ନିକ୍ ଜୋନସଙ୍କ ଉଦାହରଣ ଦେଇପାରିବେ। ସେମାନେ ହୁଅନ୍ତୁ କି ସାଧାରଣ ଲୋକ ସେମାନେ ଅଧିକ ବୟସର ଝିଅଙ୍କୁ ପ୍ରେମ କରିବାକୁ ବହୁତ ପସନ୍ଦ କରିଥାନ୍ତି। ତେବେ ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା…

. ପୁଅମାନେ ଚାହାନ୍ତି କି ତାଙ୍କ ସ୍ତ୍ରୀ ନିଃସ୍ବାର୍ଥ ଭାବରେ ତାଙ୍କ ଯତ୍ନ ନେଉ। ଆଉ ଏତେ ଭଲ ପାଉ ଯେ ଯେମିତି ତା ମା’ ତାକୁ ଭଲପାଆନ୍ତି। ସାଧାରଣତଃ ବୟସରେ ବଡ଼ ଥିବା ଝିଅ ନିଜ ସ୍ବାମୀ ଏବଂ ପରିବାରକୁ ବହୁତ ଭଲ ଭାବେ ସମ୍ଭାଳୀ ପାରନ୍ତି।

୨. ବୟସରେ ବଡ଼ ଥିବା ସ୍ତ୍ରୀଙ୍କ ସ୍ବାମୀ ଯେତେବେଳେ ଚିନ୍ତିତ ଥାନ୍ତି ସେତେବେଳେ ସ୍ତ୍ରୀ ଭାବପ୍ରବଣ ହୋଇ ସହଯୋଗ କରିଥାନ୍ତି। କାରଣ ସେମାନଙ୍କ ପାଖରେ ଅନୁଭବ କରିବାର ଶକ୍ତି ଅଧିକ ଥାଏ।  କମ ବୟସର ଝିଅଙ୍କ ପାଇଁ କିଛି ଜିନିଷ ବୁଝିପାରିବା କ​‌ଷ୍ଟସାଧ୍ୟ ହୋଇଯାଏ। କାରଣ କମ ବୟସର ଝିଅଙ୍କ ପାଖରେ ଅନୁଭବ କରିବାର ଶକ୍ତି କମ ଥାଏ।

୩. ବୟସରେ ବଡ଼ ହୋଇଥିବା ଝିଅ ସାଧାରଣତଃ ନିଜ କର୍ତ୍ତବ୍ୟ ପ୍ରତି ଅଧିକ ଦାୟିତ୍ବବାନ୍ ହୋଇଥାନ୍ତି। କାରଣ ତାଙ୍କ ପାଖରେ ଏମିତି କିଛି ଶକ୍ତି ଥାଏ ଯାହାଦ୍ବାରା ସେ ସମ୍ପର୍କର ମହତ୍ବ ବହୂତ ଭଲ ଭାବେ ବୁଝିପାରନ୍ତି।

. ବୟସରେ ବଡ଼ ହୋଇଥିବା ସ୍ତ୍ରୀ ତା ସ୍ବାମୀ ଉପରେ ନିର୍ଭରଶୀଳ ହୋଇନଥାଏ। ସେ ତା ନିଜ କାମ ନିଜେ କରିବାକୁ ପସନ୍ଦ କରିଥାଏ। ଏହା ସହିତ ଅନ୍ୟକୁ ବି ସାହାଯ୍ୟ କରିବାକୁ ସେମାନେ ପସନ୍ଦ କରିଥାନ୍ତି।

୫. ଆଜିକାଲିର ପୁଅମାନେ ଚାହିଁଥାନ୍ତି କି ତାଙ୍କ ସ୍ତ୍ରୀ ଏମିତି ହୋଇଥାଉ ଯିଏ ଘର ଏବଂ ବାହାରର ସବୁ କାମରେ ସ୍ବାମୀକୁ ସହଯୋଗ କରୁ। ବୟସରେ ବଡ଼ ହୋଇଥିବା ଝିଅ ଯଦି ଚାକିରୀ କରୁଥିବେ ତେବେ ସେ ଆର୍ଥିକ ରୂପରେ ବି ସ୍ଥିର ଓ ମଜବୁତ ହୋଇଥାନ୍ତି।