PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଭଗବାନ ରଘୁନାଥଙ୍କ ରଥ ପର୍ଯ୍ୟନ୍ତ ପହଞ୍ଚିଲେ ପିଏମ୍ ମୋଦୀ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ, ୫/୧୦ : ରଘୁନାଥ ଜୀଙ୍କ ରଥଯାତ୍ରା ସହ ୭ଦିନ ଚାଲିବାକୁ ଥିବା ଅନ୍ତର୍ଜାତୀୟ କୁଲ୍ଲୁ ଦଶହରା ଉତ୍ସବ ଆରମ୍ଭ ହୋଇଯାଇଛି । ପିଏମ୍ ମୋଦୀ ବି ଭଗବାନ ରଘୁନାଥଙ୍କ ଆଶୀର୍ବାଦ ନେଇଛନ୍ତି । ଭଗବାନ ରଘୁନାଥ ଜୀଙ୍କ ତରଫରୁ ପିଏମ୍ ମୋଦୀଙ୍କୁ ବଗ୍ଗା, ଦୁପଟ୍ଟା, ଫୁଲମାଳ ଏବଂ ପ୍ରସାଦ ଦିଆଯାଇଛି ।

କୁଲ୍ଲୁରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କୁଲ୍ଲୁବୀ ଶାଲ ଏବଂ ଟୋପୀ ପିନ୍ଧି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ବାଗତ କରିଥିଲେ ।

କୁହାଯାଏ କି କୁଲ୍ଲୁ ଦଶହରା ମହୋତ୍ସବର ଇତିହାସ ୩୦୦ବର୍ଷରୁ ବି ଅଧିକ ପୁରୁଣା । ୧୬୬୦ରେ ପ୍ରଥମ ଥର ଏହାର ଆୟୋଜନ କରାଯାଇଥିଲା । କୁଲ୍ଲୁରେ ଦଶହରା ଉତ୍ସବର ଆୟୋଜନ ଢାଲପୁର ପଡ଼ିଆରେ କରାଯାଇଥାଏ । ଲାଠିରେ ଏବଂ ଫୁଲରେ ସଜା ହୋଇ ରଘୁନାଥଙ୍କ  ରଥକୁ ମୋଟା ରଶିରେ ଟାଣି ଦଶହରା ଆରମ୍ଭ ହୋଇଥାଏ ।

ବିଶେଷ କଥା ଏହାକି କୁଲ୍ଲୁ ଦଶହରାରେ ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣଙ୍କ ମୂର୍ତ୍ତିକୁ ଜଳାଯାଇନଥାଏ । ମାତ୍ର ଦଶହରାର ଶେଷ ଦିନରେ ଲଙ୍କା ଧ୍ବଂଶ ନିଶ୍ଚିତ ଭାବେ କରାଯାଇଥାଏ । ଭଗବାନ ରଘୁନାଥ ପଡ଼ିଆର ତଳିଆ ଅଞ୍ଚଳ ନଦୀ କୂଳରେ ନିର୍ମିତ ହୋଇଥିବା ଲାଠିର ଲଙ୍କାକୁ ଜଳାଯାଇଥାଏ। ସାହି ପରିବାରର କୂଳଦେବୀ ହିସାବରେ ଦେବୀ ହିଡ଼ିମ୍ବା ବି  ଏଠାରେ ଅବସ୍ଥାପିତ ଥାନ୍ତି ।

ସମ୍ବନ୍ଧିତ ଖବର