PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଲା-ଲିଗା: ଆଟଲେଟିକୋକୁ ହରାଇଲା ରିଏଲ ମାଦ୍ରିଦ

ମାଦ୍ରିଦ,୯ା୨(ଏଜେନ୍ସି): ଚଳିତ ସ୍ପାନିଶ ଲା-ଲିଗାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରିଏଲ ମାଦ୍ରିଦ୍‌ ୩-୧ ଗୋଲ୍‌ରେ ଆଟ୍‌ଲେଟିକୋ ମାଦ୍ରିଦକୁ ହରାଇ ଟାଇଟଲ ଦୌଡକୁ ଫେରିଛି । ମ୍ୟାଚ୍‌ ଆରମ୍ଭରୁ ରିଏଲ ମାଦ୍ରିଦ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ଦଳ ପକ୍ଷରୁ କ୍ୟାସେମିରୋ ପ୍ରଥମ ଗୋଲ୍‌ କରିଥିଲେ । ଏହାପରେ ଆଟଲେଟିକୋ ପକ୍ଷରୁ ଆଣ୍ଟୋନି ଗ୍ରିଜମ୍ୟାନ୍‌ ଗୋଲ୍‌ ପରିଶୋଧ କରିଦେଇଥିଲେ ।

MADRID, SPAIN – FEBRUARY 09: Carvajal, #2 of Real Madrid during the La Liga match between Club Atletico de Madrid and Real Madrid CF at Wanda Metropolitano on February 09, 2019 in Madrid, Spain. (Photo by Sonia Canada/Getty Images)

ବାକି ସମୟ ମଧ୍ୟରେ ରିଏଲ ମାଦ୍ରିଦ ଆଉ ୨ଟି ଗୋଲ୍‌ କରି ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ସର୍ଜିଓ ରାମୋସ ଓ ଗ୍ୟାରେଥ ବେଲ୍‌ ଶେଷ ୨ଟି ଗୋଲ୍‌ କରିଥିଲେ । ଏହି ବିଜୟ ପରେ ରିଏଲ ମାଦ୍ରିଦ୍‌ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଫେରିଛି । ବାର୍ସେଲୋନା ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ।

ସମ୍ବନ୍ଧିତ ଖବର