PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ପାଦ ଯନ୍ତ୍ରଣା ହୃଦ୍‌ରୋଗର ସଙ୍କେତ ନୁହେଁ ତ ! ଜାଣି ରଖନ୍ତୁ ପାଦ ଯନ୍ତ୍ରଣା ଓ ହୃଦ୍‌ରୋଗର ସମ୍ପର୍କ କ’ଣ

ଯଦ ଆପଣଙ୍କଠାରେ ହୃଦ୍‌ରୋଗର ଆଶଙ୍କା ଅଧିକ ରହିଛି, ତେବେ ପାଦ ଯନ୍ତ୍ରଣାକୁ ନେଇ ମଧ୍ୟ ସତର୍କ ରହିବା ଆବଶ୍ୟକ । ପେରିଫେରାଲ୍‌ ଧମନୀ ରୋଗ କିମ୍ବା କରୋନାରୀ ଧମନୀ ରୋଗ ପରି ରୋଗ ଥିଲେ, ବାରମ୍ବାର ଯନ୍ତ୍ରଣାର ଅନୁଭବ ହୋଇଥାଏ ।

ପାଦ ଯନ୍ତ୍ରଣା ଓ ହୃଦ୍‌ରୋଗର ସମ୍ପର୍କ

ଶରୀରରେ ଯେଉଁ ରକ୍ତ ଚଳପ୍ରଚଳ କରୁଥାଏ । ତାହା ପାଦରୁ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଥାଏ । ସେଥିପାଇଁ ଯଦି କୌଣସି ସମସ୍ୟା ହେବ ତେବେ ତାହା ଯନ୍ତ୍ରଣା ମାଧ୍ୟମରେ ଅନୁଭବ ହେବ । ବିଶେଷଜ୍ଞଙ୍କ ଅନୁସାରେ ହାର୍ଟ ଫେଲିୟୋର କିମ୍ବା ରକ୍ତ ଜମିବା ସେହି ରୋଗ ମଧ୍ୟରୁ ଅନ୍ୟତମ, ଯାହା ଦ୍ୱାରା ପାଦରେ ଯନ୍ତ୍ରଣା ଅନୁଭବ ହୋଇପାରେ । ପାଦରେ ଯନ୍ତ୍ରଣା ବା ସମସ୍ୟା ହୃଦୟ ରୋଗର ସଙ୍କେତ ହୋଇପାରେ, ଯାହା ଫଳରେ ମଧୁମେହ, ଧୂମପାନ, ମୋଟାପଣ ଓ ଉଚ୍ଚ ରକ୍ତଚାପ ଆଦି କାରଣରୁ ହୋଇଥାଏ ।

ପାଦ ଦରଜ ଗମ୍ଭୀର ସ୍ଥିତିର ଲକ୍ଷଣ ?

କେବେ କେବେ ପାଦ ଯନ୍ତ୍ରଣାକୁ ହୃଦୟ ସମସ୍ୟା ସହ ଯୋଡ଼ିବା ସମ୍ଭବ ନୁହେଁ । କିନ୍ତୁ ଲଗାତାର ଯନ୍ତ୍ରଣା ହେଉଥିଲେ, ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ କରନ୍ତୁ । ଯଦି ହାଲ୍‌କା ପାଦ ଯନ୍ତ୍ରଣା ହେଉଥାଏ, ତେବେ ଅବହେଳା କରନ୍ତୁ ନାହିଁ । ଏହାର ଲକ୍ଷଣ ହେଉଛି ।

  • ପାଦରୁ ଚୋପା ଛାଡିବା
  • ପାଦ ଥଣ୍ଡା ପଡିବା

ହୃଦ୍‌ଘାତର ଲକ୍ଷଣ

  • କାନ୍ଧ ଓ ହାତରେଯନ୍ତ୍ରଣା
  • ମୁଣ୍ଡ ବୁଲାଇବା
  • ଦୁର୍ବଳ ଲାଗିବା
  • ନିଶ୍ୱାସ ନେବାରେ

ସମସ୍ୟା

  • ଅଧିକ ଝାଳ ବାହାରିବ