PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ବିଧାନସଭା ଲାଇବ୍ରେରୀ କମିଟର ନୟାଗଡ଼ ଗସ୍ତ

ନୟାଗଡ଼,୨୫।୫ : ବିଧାନସଭା ଲାଇବ୍ରେରୀ କମିଟିର ଏକ ୧୫ ଜଣିଆ ଟିମ୍ ନୟାଗଡ଼ ଗ୍ରସ୍ତ କରି କଲେଜ ଓ ଦାଶିଆ ଅଜା ପାଠାଗାର ପରିଦର୍ଶନ କରିଛନ୍ତି । ଲାଇବ୍ରେରୀ ଲାଇବ୍ରେରୀ ମଧ୍ୟରେ ସମନ୍ବୟ ରହିବା ଦରକାର । ଫଳରେ ଗୋଟିଏ ଲାଇବ୍ରେରୀରେ ମିଳୁ ନଥିବା କେତେକ ପୁସ୍ତକ ଅନ୍ୟ ଲାଇବ୍ରେରୀରେ ପାଠକମାନଙ୍କୁ ମିଳିପାରିବ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲାଇବ୍ରେରୀ ରହିଛି ।ପଶ୍ଚିମବଙ୍ଗ ଭଳି ଆମ ରାଜ୍ୟରେ ପିଲାମାନଙ୍କ ଭିତରେ ପଢିବାର ଏକ ବାତାବରଣ ସୁଷ୍ଟି କରିବାକୁ ଆମେ ଉଦ୍ୟମ କରୁଛୁ ଏବଂ ଭାଷାର ପ୍ରଚାର ପ୍ରସାର କରିବାର ଲକ୍ଷ୍ୟ ରଖିଛୁ ବୋଲି ପ୍ରଫୁଲ ସାମଲ ପ୍ରକାଶ କରିଛନ୍ତି ।

ବିଧାୟକମାନେ ପ୍ରଥମେ ନୟାଗଡ଼ ସ୍ବଂୟ ଶାସିତ ମହାବିଦ୍ୟାଳୟରେ ଥିବା ଷ୍ଟାଡିୟମ ପରିଦର୍ଶନ କରିଥିଲେ । ପରେ ଲାଇବ୍ରେରୀ କୋଠରୀକୁ ଯାଇ ବିଭିନ୍ନ ପୁସ୍ତକକୁ ଅନୁଧ୍ୟାନ କରିଥିଲେ। ପରେ ନୂଆଗାଁ ବ୍ଲକ ଗମନ କରି ଦାଶିଆଅଜା ପାଠାଗାରକୁ ପରିଦର୍ଶନ କରିଥିଲେ ।