PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

କେଉଁ କେଉଁ ବିଧାନସଭାରୁ ବିଜୟ ହାସଲ କଲା ବିଜେଡି, ଦେଖନ୍ତୁ ତାଲିକା

ଭୁବନେଶ୍ବର ୨୩ ୫: ଓଡିଶା ବିଧାନସଭାର ୧୪୬ ଆସନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ବିଜେଡିର ୬୦ରୁ ଅଧିକ ପ୍ରାର୍ଥୀଙ୍କ ବିଜୟ ତାଲିକା  ହସ୍ତଗତ ହୋଇଛି । ଆସନ୍ତୁ ଦେଖିବା ତାଲିକା …

୧. ନବୀନ ପଟ୍ଟନାୟକ- ହିଞ୍ଜିଳି, ବିଜେପୁର

୨.ପ୍ରମିଳା ମଲ୍ଲିକ-ବିଞ୍ଝାରପୁର

୩.ସ୍ନେହାଙ୍ଗିନୀ ଛୁରିଆ-ଅତାବିରା

୪.ସୁଶାନ୍ତ ସିଂହ-ଭଟଲି

୫.ଅନନ୍ତ ଜେନା-ଭୁବନେଶ୍ବର ମଧ୍ୟ

୬.ଉଷା ଦେବୀ-ଚିକିଟି

୭.ବିକ୍ରମ ପଣ୍ଡା-ବ୍ରହ୍ମପୁର

୮.ପ୍ରତାପ ଜେନା-ମାହାଙ୍ଗା

୯.ମୁକେଶ ପାଲ-ପାଲଲହଡା

୧୦.ସୁନନ୍ଦା ଦାଶ- ବରି

୧୧.ମନୋହର ରନ୍ଧାରୀ-ଡାବୁଗାଁ

୧୨.ବିକ୍ରମକେଶରୀ ଆରୁଖ- ଭଞ୍ଜନଗର

୧୩.ବିଷ୍ଣୁବ୍ରତ ରାଉରାୟ-ବାସୁଦେବପୁର

୧୪.ଜଗନ୍ନାଥ ସାରକା-ବିଷମକଟକ

୧୫.ନବ କିଶୋର ଦାସ- ଝାରସୁଗୁଡା

୧୬. ମଞ୍ଜୁଳା ସ୍ବାଇଁ-ଆସ୍କା

୧୭. ଶ୍ରୀକାନ୍ତ ସାହୁ-ପୋଲସରା

୧୮.ଜ୍ୟୋତିରଞ୍ଜନ ପାଣିଗ୍ରାହୀ-ସିମୁଳିଆ

୧୯. ପ୍ରଫୁଲ୍ଲ ସାମଲ-ଭଣ୍ଡାରୀପୋଖରୀ

୨୦.ପ୍ରଣବ ପ୍ରକାଶ ଦାସ-ଯାଜପୁର

୨୧.ପ୍ରଦୀପ ଅମାତ-ବୌଦ୍ଧ

୨୨.ନୃଶିଂହ ସାହୁ-ପର୍ଜଙ୍ଗ

୨୩.ଅମର ଶତପଥୀ-ବଡଚଣା

୨୪.ପ୍ରକାଶ ମାଝୀ-ଝରି ଗାଁ

୨୫.ମୀନାକ୍ଷୀ ମହନ୍ତ-ଚମ୍ପୁଆ

୨୬.ପ୍ରଫୁଲ୍ଲ ମଲ୍ଲିକ- କାମାକ୍ଷାନଗର

୨୭.ଭାଗୀରଥୀ ସେଠୀ-ଆନନ୍ଦପୁର

୨୮.ଅଶୋକ ପଣ୍ଡା-ଭୁବନେଶ୍ବର ଏକାମ୍ର

୨୯.ଅରବିନ୍ଦ ଢାଲି-ଜୟଦେବ

୩୦.ରାଜକିଶୋର ଦାସ-ମୋରଡା

୩୧.ରମେଶଚନ୍ଦ୍ର ସାଇ-ଆଠମଲ୍ଲିକ

୩୨.ମହିଧର ରଣା-କଣ୍ଟାମାଳ

୩୩.ସୁଧୀର ସାମଲ-ଢେଙ୍କାନାଳ

୩୪.ପ୍ରୀତିରଞ୍ଜନ ଘଡେଇ-ସୁକିନ୍ଦା

୩୫.ସଞ୍ଜୀବ ମଲ୍ଲିକ-ଭଦ୍ରକ

୩୬.ପ୍ରଣବ ବଳବନ୍ତରାୟ-ଧର୍ମଶାଳା

୩୭.ବଦ୍ରିନାରାୟଣ ପାତ୍ର-ଘଷିପୁରା

୩୮.ପ୍ରମୋଦ ମଲ୍ଲିକ-ନିଆଳି

୩୯.ପୂର୍ଣ୍ଣଚନ୍ଦ୍ର ସ୍ବାଇଁ-ସୋରଡା

୪୦. ସୁଦାମ ମରାଣ୍ଡି-ବାଙ୍ଗିରିପୋଷୀ

୪୧.କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା

୪୨.ରଘୁରାମ ପଡାଲ- କୋରାପୁଟ

୪୩.ଲତିକା ପ୍ରଧାନ-କବିସୂର୍ଯ୍ୟନଗର

୪୪.ବିଜୟରଞ୍ଜନ ସିଂ ବରିହା-ପଦମପୁର

୪୫.ସୁବାସ ବେହେରା- ଛତ୍ରପୁର

୪୬.ଅଶୋକ ବଳ-କୋରେଇ

୪୭.ନିରଞ୍ଜନ ପୂଜାରୀ-ସୋନପୁର

୪୮. ସଦାଶିବ ପ୍ରଧାନୀ- ନବରଙ୍ଗପୁର

୪୯. ପ୍ରିତମ ପାଢୀ-ପଟାଙ୍ଗୀ

୫୦. ସମ୍ବିତ୍ ରାଉତରାୟ- ପାରାଦୀପ

୫୧. ପ୍ରଶାନ୍ତ ବେହେରା- ସାଲେପୁର

୫୨. ସମୀର ରଞ୍ଜନ ଦାଶ- ନିମାପଡା

୫୩. ପଦ୍ମନାଭ ବେହେରା-ବୀରମହାରାଜପୁର

୫୪. ସୀମାରାଣୀ ନାୟକ-ହିନ୍ଦୋଳ

୫୫. କିଶୋର ମହାନ୍ତି- ବ୍ରଜରାଜନଗର

୫୬. ବ୍ରଜକିଶୋର ପ୍ରଧାନ-ତାଳଚେର

୫୭. ବ୍ୟୋମକେଶ ରାୟ-ଚାନ୍ଦବାଲି

୫୮. ଦେବରଞ୍ଜନ ତ୍ରିପାଠୀ-ବାଙ୍କୀ

୫୯. ସୌଭିକ ବିଶ୍ବାଳ- କଟକ ଚୌଦ୍ବାର

୬୦. ପ୍ରଶାନ୍ତ ଜଗଦେବ- ଚିଲିକା

୬୧. ଜିତୁ ମିତ୍ର-ଖୋର୍ଦ୍ଧା

୬୨. ତୁଷାରକାନ୍ତି ବେହେରା- କାକଟପୁର

୬୩. କିଶୋର ମହାନ୍ତି – ବ୍ରଜରାଜନଗର

୬୪. ସରୋଜ ମେହେର- ପାଟଣାଗଡ

୬୫. ଉମାସାମନ୍ତ ରାୟ- ସତ୍ୟବାଦୀ

୬୬. ପ୍ରଦୀପ କୁମାର ପାଣିଗ୍ରାହୀ- ଗୋପାଳପୁର

୬୭. ରୋହିତ ପୂଜାରୀ- ରେଢାଖୋଲ

୬୮. ପଦ୍ମିନୀ ଦିଆନ୍- କୋଟପାଡ

୬୯. ରାଜେନ୍ଦ୍ର ଢୋଲକିଆ- ନୂଆପଡା

୭୦. ପ୍ରେମାନନ୍ଦ ନାୟକ- ତେଲକୋଇ

୭୧. ବାସନ୍ତୀ ହେମ୍ବ୍ରମ- କରଞ୍ଜିଆ

୭୨. ସାରଦା ନାୟକ-ରାଉରକେଲା

୭୩. ଭୂପିନ୍ଦର ସିଂହ-ନର୍ଲା

୭୪. ପର୍ଶୁରାମ ଧଡା

୭୫. ସୂର୍ଯ୍ୟମଣୀ ବୈଦ୍ୟ-ଖଲ୍ଲିକୋଟ

୭୬. ପ୍ରଦୀପ କୁମାର ଦିଶାରୀ-ଲାଞ୍ଜିଗଡ

୭୭. ମୌଷଦୀ ବାଗ୍-ଧର୍ମଗଡ

୭୮. ପ୍ରୀତମ ପାଢୀ-ପଟାଙ୍ଗୀ

୭୯. ଦେବୀପ୍ରସାଦ ମିଶ୍ର-ବଡମ୍ବା ନରସିଂହପୁର

୮୦. ସୁବ୍ରତ ତରାଇ-ରଘୁନାଥ ପାଲ୍ଲୀ

୮୧. ସୁଶାନ୍ତ ବେହେରା-ଛେଣ୍ଡିପଦା

୮୨. ଦିବ୍ୟଶଙ୍କର ମିଶ୍ର-ଜୁନାଗଡ

୮୩. ଅରୁଣ ସାହୁ-ନୟାଗଡ

୮୪. ବିଷ୍ଣୁ ଦାସ-ତିର୍ତ୍ତୋଲ

୮୫. ରଣେନ୍ଦ୍ର ପ୍ରତାପ ସ୍ବାଇଁ-ଆଠଗଡ

୮୬. ରଘୁନାଥ ଗମାଙ୍ଗ-ଗୁଣୁପୁର

୮୭. ସୂର୍ଯ୍ୟନାରାୟଣ ପାତ୍ର-ଦିଗପହଣ୍ଡି

୮୮. ରାଜେନ୍ଦ୍ର ସାହୁ- ବେଗୁନିଆ 

୮୯. ସୁଶାନ୍ତ ରାଉତ-ଭୁବନେଶ୍ବର ଉତ୍ତର

୯୦. ପ୍ରଶାନ୍ତ ମୁଦୁଲି-ଜଗତସିଂହପୁର

୯୧. ଅଶ୍ବିନୀ ପାତ୍ର-ଜଳେଶ୍ବର