ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବ୍ୟାଙ୍କ କାଉଣ୍ଟରରୁ ଏକ ଲକ୍ଷ ଟଙ୍କା ନେଇ ଫେରାର ମାରୁଥିଲା ଦୁର୍ବୃତ୍ତ, ଅଭିଯୁକ୍ତ ଗିରଫ

Published By : Harapriya Sethi | March 1, 2025 1:48 PM

ଭୁବନେଶ୍ୱର, ୦୧/୦୩: ବ୍ୟାଙ୍କ କାଉଣ୍ଟରରୁ ଏକ ଲକ୍ଷ ଟଙ୍କା ନେଇ ଫେରାର ମାରୁଥିଲା ଦୁର୍ବୃତ୍ତ । ଲୁଟେରାକୁ କାବୁ କଲେ ସ୍ଥାନୀୟଲୋକେ ଲୋକେ । ଘଟଣା ସ୍ଥଳରେ ବରଗଡ଼ ଟାଉନ୍‌ ପୋଲିସ ପହଞ୍ଚି ଯୁବକକୁ ଗିରଫ କରିଛି । ବରଗଡ ଷ୍ଟେଟ ବ୍ୟାଙ୍କ ମୂଖ୍ୟ ଶାଖାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବରଗଡ ଷ୍ଟେଟ ବ୍ୟାଙ୍କ ମୂଖ୍ୟ ଶାଖାରେ ଜଣେ ଯୁବକ ପଶି ଆସିଥିଲା । ବ୍ୟାଙ୍କ ଆକାଉଣ୍ଟରୁ କୌଶଳକ୍ରମେ ଏକ ଲକ୍ଷ ଟଙ୍କା ଉଠାଇଥିଲା । ଏହାରି ଭିତରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଉକ୍ତ ଯୁବକର କାର୍ଯ୍ୟକଳାପ ଦେଖି ସନ୍ଦେହ ହୋଇଥିଲା । ସେଠାରୁ ଫେରାର୍‌ ହେଉଥିବା ବେଳେ ଉକ୍ତ ଯୁବକକୁ ଲୋକେ କାବୁ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବରଗଡ଼ ଟାଉନ୍‌ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ସେଠାରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.