ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଫ୍ଲାଇଟରେ ହେଲା ପ୍ରେମ, ସୋସିଆଲ ମିଡିଆରେ ପ୍ରେମ କାହାଣୀ ସେୟାର କଲେ ଏହି ଦମ୍ପତି

ନୂଆଦିଲ୍ଲୀ ୨୫/୫: ସୋସିଆଲ ମିଡିଆରେ ଏମିତି ଅନେକ ୟୁଜର୍ସ ଅଛନ୍ତି ଯେଉଁମାନେ ନିଜ ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାକୁ ସେୟାର କରି ସମସ୍ତଙ୍କୁ ଜଣାଇଥାନ୍ତି । କିଛି ପପୁଲାର ୟୁଜର୍ସଙ୍କ ଡେଲି ଲାଇଫ୍ ସମ୍ପର୍କରେ ଜାଣିବା ପାଇଁ ୟୁଜର୍ସ ମଧ୍ୟ ଆଗ୍ରହୀ ହୋଇଥାନ୍ତି । ଏମିତି ଏକ କପଲ ହେଉଛନ୍ତି ନତାଲି ପିଟରସନ୍ ଏବଂ ଷ୍ଟିଫେନୋ ଏଭିଲିନୋ ଯିଏକି ଆଜି କାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଉଭୟ ମେକ୍ସିକୋରେ ରୁହନ୍ତି ଏବଂ ନିଜ ପ୍ରେମ କାହାଣୀକୁ ପ୍ରତିଦିନ ଇଣ୍ଟରନେଟରେ ୟୁଜର୍ସଙ୍କୁ ସେୟାର କରିଥାନ୍ତି ।

ଫ୍ଲାଇଟରେ ହେଲା ପ୍ରେମ

ନତାଲି ଏବଂ ଷ୍ଟିଫେନୋ ଏମିରେଟ୍ସ ଏୟାରଲାଇନ୍ସର କେବିନ କ୍ରୁ ମେମ୍ବର୍ସ । ଉଭୟ ଫ୍ଲାଇଟରେ କାମ କରୁଥିବା ସମୟରେ ପରସ୍ପର ପ୍ରେମରେ ପଡିଯାଇଥିଲେ ।  ଉଭୟ ପ୍ରାୟ ୩ ବର୍ଷ ଧରି ଏକାଠି ଅଛନ୍ତି । ନତାଲି ଏବଂ ଷ୍ଟିଫେନୋ ନିଜ ପ୍ରତିଦିନ ଜୀବନୀକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏହି କପଲ ନିଜ କାହାଣୀ ନିଜେ ଜଣାନ୍ତି ।

ନତାଲି ଏବଂ ଷ୍ଟିଫେନୋ ନିଜ ଫ୍ଲାଇଟ୍ସ ସମୟରେ କଥା ଏବଂ ଏକ୍ସପ୍ରିୟନ୍ସ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ସେ ନିଜ କାମର ଅନୁଭବକୁ ସେୟାର କରି କହିଛନ୍ତି କି କେବିନ କ୍ରୁ ମେମ୍ବର୍ସଙ୍କୁ ଏୟାରପୋର୍ଟରେ ଫ୍ଲାଇଟର ୨ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପଡିଥାଏ । ଏହା ସହିତ ସମସ୍ତ ପାସେଞ୍ଜର୍ସଙ୍କ ଫ୍ଲାଇଟରୁ ବାହାରିବା ପରେ ଓହ୍ଲାଇବାକୁ ପଡିଥାଏ । ଏହା ବ୍ୟତୀତ ତାଙ୍କ ସିଫ୍ଟ ମଧ୍ୟ ଲଗାତର ବଦଳିଥାଏ । କେବେ ଡେ-ସିଫ୍ଟ ତ ଆଉ କେବେ ନାଇଟ୍ ସିଫ୍ଟ, ଯାହାକି ବହୁତ ଚାଲେଞ୍ଜିଂ ରହିଥାଏ । ଏହିପରି ସେ ଅନେକ କଥା ଜଣାଇଥାନ୍ତି ।

କହିରଖୁଛୁ ୟୁଟ୍ୟୁବରେ ନତାଲି ଏବଂ ଷ୍ଟିଫେନୋଙ୍କ ଏକ ଚ୍ୟାନେଲ୍ ଅଛି । ସେମାନେ ପ୍ରତିଦିନ ଭିଡିଓ ସେୟାର କରିଥାନ୍ତି । ଏଠାରେ ସେମାନଙ୍କର ୮୦ ହଜାରରୁ ମଧ୍ୟ ଅଧିକ ଫଲୋଅର୍ସ ଅଛନ୍ତି । ଉଭୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ବହୁତ ଫଲୋଅର୍ସ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.