PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ଫ୍ଲାଇଟରେ ହେଲା ପ୍ରେମ, ସୋସିଆଲ ମିଡିଆରେ ପ୍ରେମ କାହାଣୀ ସେୟାର କଲେ ଏହି ଦମ୍ପତି

ନୂଆଦିଲ୍ଲୀ ୨୫/୫: ସୋସିଆଲ ମିଡିଆରେ ଏମିତି ଅନେକ ୟୁଜର୍ସ ଅଛନ୍ତି ଯେଉଁମାନେ ନିଜ ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାକୁ ସେୟାର କରି ସମସ୍ତଙ୍କୁ ଜଣାଇଥାନ୍ତି । କିଛି ପପୁଲାର ୟୁଜର୍ସଙ୍କ ଡେଲି ଲାଇଫ୍ ସମ୍ପର୍କରେ ଜାଣିବା ପାଇଁ ୟୁଜର୍ସ ମଧ୍ୟ ଆଗ୍ରହୀ ହୋଇଥାନ୍ତି । ଏମିତି ଏକ କପଲ ହେଉଛନ୍ତି ନତାଲି ପିଟରସନ୍ ଏବଂ ଷ୍ଟିଫେନୋ ଏଭିଲିନୋ ଯିଏକି ଆଜି କାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଉଭୟ ମେକ୍ସିକୋରେ ରୁହନ୍ତି ଏବଂ ନିଜ ପ୍ରେମ କାହାଣୀକୁ ପ୍ରତିଦିନ ଇଣ୍ଟରନେଟରେ ୟୁଜର୍ସଙ୍କୁ ସେୟାର କରିଥାନ୍ତି ।

ଫ୍ଲାଇଟରେ ହେଲା ପ୍ରେମ

ନତାଲି ଏବଂ ଷ୍ଟିଫେନୋ ଏମିରେଟ୍ସ ଏୟାରଲାଇନ୍ସର କେବିନ କ୍ରୁ ମେମ୍ବର୍ସ । ଉଭୟ ଫ୍ଲାଇଟରେ କାମ କରୁଥିବା ସମୟରେ ପରସ୍ପର ପ୍ରେମରେ ପଡିଯାଇଥିଲେ ।  ଉଭୟ ପ୍ରାୟ ୩ ବର୍ଷ ଧରି ଏକାଠି ଅଛନ୍ତି । ନତାଲି ଏବଂ ଷ୍ଟିଫେନୋ ନିଜ ପ୍ରତିଦିନ ଜୀବନୀକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏହି କପଲ ନିଜ କାହାଣୀ ନିଜେ ଜଣାନ୍ତି ।

ନତାଲି ଏବଂ ଷ୍ଟିଫେନୋ ନିଜ ଫ୍ଲାଇଟ୍ସ ସମୟରେ କଥା ଏବଂ ଏକ୍ସପ୍ରିୟନ୍ସ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ସେ ନିଜ କାମର ଅନୁଭବକୁ ସେୟାର କରି କହିଛନ୍ତି କି କେବିନ କ୍ରୁ ମେମ୍ବର୍ସଙ୍କୁ ଏୟାରପୋର୍ଟରେ ଫ୍ଲାଇଟର ୨ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପଡିଥାଏ । ଏହା ସହିତ ସମସ୍ତ ପାସେଞ୍ଜର୍ସଙ୍କ ଫ୍ଲାଇଟରୁ ବାହାରିବା ପରେ ଓହ୍ଲାଇବାକୁ ପଡିଥାଏ । ଏହା ବ୍ୟତୀତ ତାଙ୍କ ସିଫ୍ଟ ମଧ୍ୟ ଲଗାତର ବଦଳିଥାଏ । କେବେ ଡେ-ସିଫ୍ଟ ତ ଆଉ କେବେ ନାଇଟ୍ ସିଫ୍ଟ, ଯାହାକି ବହୁତ ଚାଲେଞ୍ଜିଂ ରହିଥାଏ । ଏହିପରି ସେ ଅନେକ କଥା ଜଣାଇଥାନ୍ତି ।

କହିରଖୁଛୁ ୟୁଟ୍ୟୁବରେ ନତାଲି ଏବଂ ଷ୍ଟିଫେନୋଙ୍କ ଏକ ଚ୍ୟାନେଲ୍ ଅଛି । ସେମାନେ ପ୍ରତିଦିନ ଭିଡିଓ ସେୟାର କରିଥାନ୍ତି । ଏଠାରେ ସେମାନଙ୍କର ୮୦ ହଜାରରୁ ମଧ୍ୟ ଅଧିକ ଫଲୋଅର୍ସ ଅଛନ୍ତି । ଉଭୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ବହୁତ ଫଲୋଅର୍ସ ଅଛନ୍ତି ।

ସମ୍ବନ୍ଧିତ ଖବର