PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

କମିଲା ଏଲ୍‌ପିଜି ଦର

source:www.sentinelassam.com

ନୂଆଦିଲ୍ଲୀ,୩୧ା୧(ଏଜେନ୍ସି):ତୈଳ ମାର୍କେଟିଂ କମ୍ପାନିଗୁଡିକ ଗୁରୁବାର ଘରୋଇ ଏଲ୍‌ପିଜି ଦରରେ ପୁଣି ଥରେ ହ୍ରାସ କରିଛନ୍ତି । ଅଣ-ସବ୍‌ସିଡିଯୁକ୍ତ ଏଲ୍‌ପିଜି ଦରରେ ସିଲିଣ୍ଡର ପିଛା ୩୦ ଟଙ୍କା ହ୍ରାସ କରାଯାଇଥିବା ରାଷ୍ଟ୍ରାୟତ୍ତ ଭାରତୀୟ ତୈଳ ନିଗମ(ଆଇଓସି) ପକ୍ଷରୁ ପ୍ରକାଶ । ସିଲିଣ୍ଡର ପିଛା ସବ୍‌ସିଡିଯୁକ୍ତ ଏଲ୍‌ପିଜି ଦରରେ ୧ ଟଙ୍କା ୪୬ ପଇସା ହ୍ରାସ କରାଯାଇଛି । ମାସକ ମଧ୍ୟରେ ଏହା ତୃତୀୟ କ୍ରମାଗତ ହ୍ରାସ ।

ସମ୍ବନ୍ଧିତ ଖବର