PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ : ବିଜେପିରେ ମିଶିଲେ ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇ
  • ||
  • ଚୌଦ୍ୱାର : ୧୬୨ ପେଟି କଫସିରଫ ଜବତ, ୨ ଗିରଫ
  • ||
  • ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଖସିଗଲା ମାଓ ନେତା ଅନମୋଲ
  • ||
  • ଭୁବନେଶ୍ଵର : ୨୦୨୦ ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ କୋଭିଡ୍‌ରେ ମରିଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ଵ, ଫାଇଲିନ୍ ବାତ୍ୟାରେ ହୋଇଛି ସର୍ବାଧିକ କ୍ଷତି
  • ||
  • ଭୁବନେଶ୍ଵର : ରାଜ୍ୟରେ ୫୫୧୫ଟି ଅଛି ପଡ଼ା ଗାଁ, ୬୬୫ ଗାଁକୁ ମିଳିଛି ରାଜସ୍ଵ ମାନ୍ୟତା
  • ||

କମିଲା ଏଲ୍‌ପିଜି ଦର

source:www.sentinelassam.com

ନୂଆଦିଲ୍ଲୀ,୩୧ା୧(ଏଜେନ୍ସି):ତୈଳ ମାର୍କେଟିଂ କମ୍ପାନିଗୁଡିକ ଗୁରୁବାର ଘରୋଇ ଏଲ୍‌ପିଜି ଦରରେ ପୁଣି ଥରେ ହ୍ରାସ କରିଛନ୍ତି । ଅଣ-ସବ୍‌ସିଡିଯୁକ୍ତ ଏଲ୍‌ପିଜି ଦରରେ ସିଲିଣ୍ଡର ପିଛା ୩୦ ଟଙ୍କା ହ୍ରାସ କରାଯାଇଥିବା ରାଷ୍ଟ୍ରାୟତ୍ତ ଭାରତୀୟ ତୈଳ ନିଗମ(ଆଇଓସି) ପକ୍ଷରୁ ପ୍ରକାଶ । ସିଲିଣ୍ଡର ପିଛା ସବ୍‌ସିଡିଯୁକ୍ତ ଏଲ୍‌ପିଜି ଦରରେ ୧ ଟଙ୍କା ୪୬ ପଇସା ହ୍ରାସ କରାଯାଇଛି । ମାସକ ମଧ୍ୟରେ ଏହା ତୃତୀୟ କ୍ରମାଗତ ହ୍ରାସ ।

ସମ୍ବନ୍ଧିତ ଖବର