PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଚିଲିକା ଓ ମୁହାଣ ମୁହଁ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍

ବ୍ରହ୍ମଗିରି, ୨୭/୦୫ : ମହାନଦୀ ଜଳବିବାଦ ପ୍ରାଧିକରଣ ଅଧ୍ୟକ୍ଷ ଓ ସଦସ୍ୟମାନେ ଚିଲିକା ଓ ମୁହାଣ ମୁହଁ ପରିଦର୍ଶନ କରିଛନ୍ତି। ଦିନ ସାଢେ ୧୦ଟାରେ ପ୍ରତିନିଧି ଦଳ ହେଲିକପ୍ଟର ଯୋଗେ ସାତପଡ଼ାରେ ପହଞ୍ଚିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ରାଜରାସ୍ତାରେ ଆସି ମିର୍ଜାପୁର ଜେଟିରେ ପହଞ୍ଚିଥିଲେ ଏବଂ ମୋଟର ବୋଟ ଯୋଗେ ଚିଲିକା ମୁହାଣ ଗସ୍ତ କରିଥିଲେ। ଚିଲିକା ଭିତରକୁ କିଭଳି ଲୁଣାପାଣି ପଶୁଛି ଏବଂ ମୁହାଣ କିଭଳି ସଂକୁଚିତ ହେଉଛି ତାହା ଅନୁଧ୍ୟାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର