PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ , ବିଜେପି କୋଟାରୁ ଏହି ନେତାଙ୍କୁ ମିଳିପାରେ ମନ୍ତ୍ରୀ ପଦ, ଦେଖନ୍ତୁ ତାଲିକା

abp news

ମୁମ୍ୱାଇ : ମହାରାଷ୍ଟ୍ରର ରାଜନୀତିରେ ଆସନ୍ତା କାଲିର ଦିନ ଗୁରୁତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଅନେକ ଦିନ ପରେ ସିନ୍ଦେ ସରକାରଙ୍କର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି । ଏହି ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ବିଜେପିର ଖାତାକୁ ୯ଟି ମନ୍ତ୍ରାଳୟ ଯାଇ ପାରେ। ଯେଉଁ ଲିଷ୍ଟ ସାମ୍ନାକୁ ଆସିଛି , ଏହି ମୁତାବିକ ବିଜେପିରୁ ଚନ୍ଦ୍ରକାନ୍ତ ପାଟିଲ , ଗିରିଶ ମହାଜନଙ୍କ ଭଳି ଅନେକ ନେତାଙ୍କୁ ସୁଯୋଗ ଦିଆଯାଇ ପାରେ ।

ଯେଉଁ ତାଲିକା ଆସିଛି , ଏଥିରେ ବିଜେପିର ଚନ୍ଦ୍ରକାନ୍ତ ପାଟିଲ ,ରାଧା କୃଷ୍ଣ ବିଖେ ପାଟିଲ , ସୁଧିର ମୁଙ୍ଗଂଟିୱାର, ଗିରିଶ ମହାଜନ , ସୁରେଶ ଖଡେ , ଅତୁଲ ସାବେ, ମଙ୍ଗଳ ପ୍ରଭାତ ଲୋଧା , ବିଜୟ କୁମାର ଗାବିତ, ରବିନ୍ଦ୍ର ଚଭନଙ୍କର ମନ୍ତ୍ରୀ ହେବା ସୁନିଶ୍ଚିତ କୁହାଯାଉଛି । ଏହା ବି ଖବର ଆସିଛି କି ଡେପୁଟୀ ସିଏମ୍‌ ଦେବେନ୍ଦ୍ର ଫଡନବିସ୍‌ଙ୍କ ପାଖକୁ ଗୃହ ବିଭାଗ ଯାଇପାରେ ।

ସମ୍ବନ୍ଧିତ ଖବର