PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ନରକଙ୍କାଳ ଉଦ୍ଧାର, ଛାନଭିନ୍ ଜାରି

ଜଳେଶ୍ୱର ୩୦/୩: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ସରସୀଦା ଗ୍ରାମର ପୋଖରୀ ହୁଡ଼ାରୁ ନର କଙ୍କାଳ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ କିଛି ହାଡ଼ ପୋଖରୀ ହୁଡାରେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।