PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଏହି ରାଶିର ଝିଅଙ୍କ ଉପରେ ଅଧିକ ପୁଅ ହୋଇଥାନ୍ତି ଫିଦା, ଜାଣନ୍ତୁ…

source:m.dailyhunt.in

ମଣିଷର ପ୍ରକୃତି, ପସନ୍ଦ- ନାପସନ୍ଦ ରାଶି ଉପରେ ନିର୍ଭର କରେ । ଆଜି ଆମେ ଆପଣଙ୍କୁ ତୁଳା ରାଶିର ମହିଳାଙ୍କ ସମ୍ପର୍କରେ କହିବାକୁ ଯାଉଛୁ । ଏହି ରାଶିର ମହିଳାମାନେ ବହୁତ ଆଦର୍ଶବାଦୀ ହୋଇଥାନ୍ତି ଏବଂ ବିନା କୌଣସି ଅଭିଯୋଗରେ ଜୀବନସାରା ସମ୍ପର୍କ ପ୍ରତି ଅଧିକ ସଚେତନ ରହିଥାନ୍ତି । ଯଦି ଆପଣଙ୍କ ଗର୍ଲଫ୍ରେଣ୍ଡ କିମ୍ବା ପତ୍ନୀଙ୍କ ରାଶି ତୁଳା ତେବେ ଆପଣଙ୍କୁ ତାଙ୍କ ରାଶିର ଗୁଣ ସମ୍ପର୍କରେ ଜାଣିବା ବହୁତ ଜରୁରୀ ।  

ତୁଳା ରାଶିର ମହିଳାମାନେ ବହୁତ ଆଦର୍ଶବାଦୀ ହୋଇଥାନ୍ତି । ଏମାନେ ନିଜର ସମସ୍ତ ସମ୍ପର୍କ ଖୋଲାମନରେ ପାଳନ କରିଥାନ୍ତି । ଏମାନେ ପ୍ରେମ ଓ ଭରସା ପାଇଁ ଜୀବନର ସବୁକିଛି ହାରିବା ପାଇଁ ପ୍ରସ୍ତୁତ ହୋଇଯାନ୍ତି । ଖୁବ୍ ଶୀଘ୍ର ବିଶ୍ୱାସ କରୁନଥିବା ତୁଳା ରାଶିର ଝିଅମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଯଦି ଏମାନଙ୍କୁ କୌଣସି ସନ୍ଦେହ ଥାଏ ତେବେ ଏମାନେ ବିନା ଦ୍ୱିଧାରେ ପ୍ରଶ୍ନ କରିଦିଅନ୍ତି । ଏମାନେ କୌଣସି କଥାରେ ଶୀଘ୍ର ବିଶ୍ୱାସ କରିନଥାନ୍ତି ।

ପ୍ରେମ ମାମଲାରେ ମଧ୍ୟ ଏମାନେ ଅତ୍ୟନ୍ତ ବିଶ୍ୱାସୀ ହୋଇଥାନ୍ତି । ଯଦି ଏମାନେ କାହାକୁ ସଚ୍ଚୋଟ ପ୍ରେମ କରନ୍ତି ତେବେ ଜୀବନସାରା ସୁଖ-ଦୁଃରେ ସାଥ୍ ଦିଅନ୍ତି ।

ସମ୍ବନ୍ଧିତ ଖବର