PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ହସ୍ପିଟାଲରେ ଅଗ୍ନିକାଣ୍ଡ, ୨୧ ମୃତ ଅନେକ ଆହତ, ସର୍ଟ ସର୍କିଟରୁ ଅଗ୍ନି ସଂଯୋଗ ହୋଇଥିବା ସୂଚନା

ନୂଆଦିଲ୍ଲୀ, ୧୮/୧୧: କୋଲକାତାର ଗାଜା ପଟ୍ଟିଠାରେ ଥିବା ଏସଏସକେଏମ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସେଠାକାର ସ୍ୱାସ୍ଥ୍ୟ ଓ ନାଗରିକ ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଗଣମାଧ୍ୟମରୁ ପ୍ରକାଶ । ଘଟଣାସ୍ଥଳରେ ବହୁ ପରିମାଣର ଗ୍ୟାସୋଲିନ୍ ରଖାଯାଇଥିବାରୁ ହଠାତ୍ ଅଗ୍ନି ସଂଯୋଗ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି । ଆବଶ୍ୟକ ପଡ଼ିଲେ ମେଡିକାଲ ଚିକିତ୍ସାର ସାହାଯ୍ୟ କରିବେ ବୋଲି ଇଜରାଏଲ ସରକାର କହିଛନ୍ତି ।

ଡାକ୍ତରଖାନାର ଏକ ଲ୍ୟାବରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ୯ଟି ଦମକଳ ଗାଡ଼ି ଅଗ୍ନିକୁ ଆୟତ୍ତ କରିଥିବା ବେଳେ ଘଟଣାରେ କୌଣସି ରୋଗୀ ଫସିରହିଥିବା ସୂଚନା ମିଳିନାହିଁ । ଗୁରୁବାର ରାତି ପ୍ରାୟ ୧୦ଟା ଘଟିକାରେ ଡାକ୍ତରଖାନାର ଦି ମହଲା କୋଠାରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଡାକ୍ତରଖାନାର ସିଟି ସ୍କାନ୍ ରୁମରୁ ଏକ୍ସରେ ରୁମ ପର୍ଯ୍ୟନ୍ତ କ୍ଷଣକରେ ନିଆଁ ବ୍ୟାପିଯାଇଥିଲା । ପୋଲିସର ସୂଚନା ମୁତାବକ ସିଟି ସ୍କାନ ମେସିନରେ ସର୍ଟ ସର୍କିଟ୍ ହେବା ଫଳରେ ଏହି ଅଗ୍ନି ସଂଯୋଗ ହୋଇଥିଲା ।

ସମ୍ବନ୍ଧିତ ଖବର