PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

କ୍ଷେତ ମଝିରେ ସେନାର ହେଲିକପ୍ଟର କଲା ଏମର୍ଜନ୍ସିଂ ଲ୍ୟାଣ୍ଡିଂ,ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା

https://www.amarujala.com/

ମଥୁରା,୧୭।୮: ଉତ୍ତର ପ୍ରଦେଶର ମଥୁରାରେ ସୋମବାର ଏକ ବଡ ଧରଣର ବିପଦ ଟଳିଯାଇଛି। ଭାରତୀୟ ସେନାର ଚେତକ  ହେଲିକପ୍ଟରରେ  ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଚା​‌ଷ ଜମି ଭିତରେ ଏମର୍ଜନ୍ସିଂ ଲ୍ୟାଣ୍ଡିଂ କରିବାକୁ ପଡିଥିଲା। ମିଳିଥିବା ସୂଚନା ଅନୁସାରେ ସେନାର ହେଳିକପ୍ଟର ବରସାନ ଥାନାର ସଙ୍କେତ ଗାଁରେ ଲ୍ୟାଣ୍ଡିଂ କରିଥିଲା। ଏହାପରେ ସେଥିରେ ଥିବା ଯାନ୍ତ୍ରିକ ତ୍ରୁଟିକୁ ଠିକ୍ କରିବା ପରେ ହେଲିକପ୍ଟର ଉଡାଣ ଆରମ୍ଭ କରିଥିଲା।

ଏହା ପୂର୍ବରୁ ସେନାର ହେଲିକପ୍ଟର ବହୁବାର ଏମର୍ଜନ୍ସିଂ ଲ୍ୟାଣ୍ଡିଂ କରିସାରିଛି। ଏଭଳି ଗତ ବର୍ଷ ୨୬ ଜୁନରେ କୁଣ୍ଡଳି-ଗାଜିଆବାଦ-ପଲଭଲ ପେରିଫେରାଲ ଏକ୍ସପ୍ରେସ୍ ଓ୍ବେ(କେଜିପି)ରେ ସକାଳ ୯ଟା ୪୫ ମିନିଟରେ ବାୟୁସେନାର ହେଲିକପ୍ଟରର ମଧ୍ୟ ଏମର୍ଜନ୍ସିଂ ଲ୍ୟାଣ୍ଡିଂ କରିଥିଲା।