PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଚମ୍ପୁଆରୁ ପ୍ରାର୍ଥୀ ହେଲେ ମୀନାକ୍ଷୀ, ୨ଟି ଆସନ ପାଇଁ ଏବେବି ସସପେନ୍ସ

source:www.moneycontrol.com

ଭୁବନେଶ୍ୱର ୪/୪: ଚମ୍ପୁଆ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ମୀନାକ୍ଷୀ ଚମ୍ପୁଆର ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଚମ୍ପୁଆ କେନ୍ଦୁଝର ଲୋକସଭା ଅନ୍ତର୍ଗତ ବିଧାନସଭା ଆସନ । ବିଜେଡିର ଆଉ ୨ଟି ଆସନ ପାଇଁ ରହିଛି ସସପେନ୍ସ । ବାରିପଦା ଓ କେନ୍ଦ୍ରାପଡା ଆସନ ପାଇଁ ଏବେବି ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ କହିରଖୁଛୁ ଆଜି ତୃତୀୟ ପର୍ଯ୍ଯାୟ ଭୋଟ୍ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ।

ସମ୍ବନ୍ଧିତ ଖବର