ଭୁବନେଶ୍ୱର ୪/୪: ଚମ୍ପୁଆ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ମୀନାକ୍ଷୀ ଚମ୍ପୁଆର ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଚମ୍ପୁଆ କେନ୍ଦୁଝର ଲୋକସଭା ଅନ୍ତର୍ଗତ ବିଧାନସଭା ଆସନ । ବିଜେଡିର ଆଉ ୨ଟି ଆସନ ପାଇଁ ରହିଛି ସସପେନ୍ସ । ବାରିପଦା ଓ କେନ୍ଦ୍ରାପଡା ଆସନ ପାଇଁ ଏବେବି ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ କହିରଖୁଛୁ ଆଜି ତୃତୀୟ ପର୍ଯ୍ଯାୟ ଭୋଟ୍ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...