ବ୍ରହ୍ମପୁର,୨/୫ : ଗୋପାଳପୁର ଥାନା ନୂଆ କରପଲ୍ଲୀ ଗାଁରେ ଜନୈକ ନାବାଳିକାଙ୍କୁ ଘର ଭିତରେ ପଶି ହତ୍ୟା କରିବା ଘଟଣାରେ ଜନୈକ ଯୁବକଙ୍କୁ ଗିରଫ କରିଲା ଗୋପାଳପୁର ପୁଲିସ । ଗିରଫ ଯୁବକ ଜଣକ ହେଲେ ମୁନ୍ନା ଖାଁ । ହତ୍ୟାକାଣ୍ଡରେ ବ୍ୟବହୃତ ସରଞ୍ଜାମ ଜବତ ହୋଇଥିବା ନେଇ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ...