PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ସବୁ ଫଳ ଖାଇଗଲେ ମାଙ୍କଡ, ଦେଖନ୍ତୁ ଏହି ମଜାଦାର ଭାଇରାଲ ଭିଡିଓ

ନୂଆଦିଲ୍ଲୀ ୨୭/୫: ସୋସିଆଲ ମିଡିଆରେ ଅନେକ ସମୟରେ ମଜାଦାର ଭିଡିଓ ଭାଇରାଲ ହୋଇଥାଏ । ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଅନେକ ମାଙ୍ଗଡ ମସ୍ତି କରୁଥିବା ନଜର ଆସୁଛନ୍ତି । ଭିଡିଓରେ ଦେଖାଯାଉଛି କି ଅନେକ ମାଙ୍କଡ ରାସ୍ତାରେ ଲଦା ହୋଇଥିବା ବାସ୍କେଟରୁ ବାଛି ବାଛି ଫଳ ଖାଉଛନ୍ତି ।

ଭିଡିଓରେ ନଜର ଆସୁଛି କି ରାସ୍ତା ମଝିରେ ପ୍ଲାଷ୍ଟିକ ଝୁଡିରେ ପିଚ୍(ଏକ ପ୍ରକାର ଫଳ) ରଖା ହୋଇଛି । ଏହି ସମୟରେ ବହୁତ ମାଙ୍କଡ ସେଠାରେ ପହଞ୍ଚି ସବୁ ଫଳ ଲୁଟି ନେଉଛନ୍ତି । ୨ ହାତରେ ଏବଂ ପାଟିରେ ଫଳ ଧରି ସେମାନେ ସେଠାରୁ ଦୌଡି ପଳାଉଛନ୍ତି । ଏହି ଭିଡିଓକୁ ଆଇଏଫଏସ୍ ଅଧିକାରୀ ସୁଶାନ୍ତା ନନ୍ଦା ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି ।

ଭିଡିଓକୁ ସୋସିଆଲ ମିଡିଆରେ ବହୁତ ରିଆକ୍ସନ ମିଳିଛି । ସମସ୍ତେ ଏହାକୁ ସେୟାର କରିବା ସହ କମେଣ୍ଟ କରୁଛନ୍ତି । ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି କି ‘ମାଙ୍କଡ ହୋଇ ମଧ୍ୟ ସେମାନେ ଥରକରେ ଯେତିକି ପାରୁଛନ୍ତି ସେତିକି ନେଉଛନ୍ତି । ଝଗଡା କରୁନାହାଁନ୍ତି । କିନ୍ତୁ ଯଦି ମଣିଷ ହୋଇଥାନ୍ତା ତେବେ ସେ ଏକା ସବୁ ଫଳ ନେବା ପାଇଁ କହିଥାନ୍ତା ।‘

ସମ୍ବନ୍ଧିତ ଖବର