ପ୍ରମୁଖ ଖବର
  • ଜୟପୁର: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ୧୨ ରନରେ ଜିତିଲା ରାଜସ୍ଥାନ ରୟାଲ୍ସ
  • ||
  • ହୃଦଘାତରେ ଆଖି ବୁଜିଲା ମାଫିଆ ଡନ୍ ମୁଖତାର ଅଂସାରୀ
  • ||
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ସବୁ ଫଳ ଖାଇଗଲେ ମାଙ୍କଡ, ଦେଖନ୍ତୁ ଏହି ମଜାଦାର ଭାଇରାଲ ଭିଡିଓ

ନୂଆଦିଲ୍ଲୀ ୨୭/୫: ସୋସିଆଲ ମିଡିଆରେ ଅନେକ ସମୟରେ ମଜାଦାର ଭିଡିଓ ଭାଇରାଲ ହୋଇଥାଏ । ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଅନେକ ମାଙ୍ଗଡ ମସ୍ତି କରୁଥିବା ନଜର ଆସୁଛନ୍ତି । ଭିଡିଓରେ ଦେଖାଯାଉଛି କି ଅନେକ ମାଙ୍କଡ ରାସ୍ତାରେ ଲଦା ହୋଇଥିବା ବାସ୍କେଟରୁ ବାଛି ବାଛି ଫଳ ଖାଉଛନ୍ତି ।

wp:html /wp:html

ଭିଡିଓରେ ନଜର ଆସୁଛି କି ରାସ୍ତା ମଝିରେ ପ୍ଲାଷ୍ଟିକ ଝୁଡିରେ ପିଚ୍(ଏକ ପ୍ରକାର ଫଳ) ରଖା ହୋଇଛି । ଏହି ସମୟରେ ବହୁତ ମାଙ୍କଡ ସେଠାରେ ପହଞ୍ଚି ସବୁ ଫଳ ଲୁଟି ନେଉଛନ୍ତି । ୨ ହାତରେ ଏବଂ ପାଟିରେ ଫଳ ଧରି ସେମାନେ ସେଠାରୁ ଦୌଡି ପଳାଉଛନ୍ତି । ଏହି ଭିଡିଓକୁ ଆଇଏଫଏସ୍ ଅଧିକାରୀ ସୁଶାନ୍ତା ନନ୍ଦା ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି ।

ଭିଡିଓକୁ ସୋସିଆଲ ମିଡିଆରେ ବହୁତ ରିଆକ୍ସନ ମିଳିଛି । ସମସ୍ତେ ଏହାକୁ ସେୟାର କରିବା ସହ କମେଣ୍ଟ କରୁଛନ୍ତି । ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି କି ‘ମାଙ୍କଡ ହୋଇ ମଧ୍ୟ ସେମାନେ ଥରକରେ ଯେତିକି ପାରୁଛନ୍ତି ସେତିକି ନେଉଛନ୍ତି । ଝଗଡା କରୁନାହାଁନ୍ତି । କିନ୍ତୁ ଯଦି ମଣିଷ ହୋଇଥାନ୍ତା ତେବେ ସେ ଏକା ସବୁ ଫଳ ନେବା ପାଇଁ କହିଥାନ୍ତା ।‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.