PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଆଜିଠାରୁ ଆରମ୍ଭ ହେଉଛି ନବରାତ୍ରୀ: ପ୍ରଥମ ଦିନରେ “ଶୈଳପୁତ୍ରୀ’’ ରୂପରେ ପୂଜା ପାଉଛି ଦେବୀ

ନୂଆଦିଲ୍ଲୀ ୨୬/୦୯: ଆଜିଠୁ ଆରମ୍ଭ ହୋଇଛି ଆଦିଶକ୍ତି ମା’ ଦୁର୍ଗାଙ୍କର ଶାରଦୀୟ ନବଦିନାତ୍ମକ ପୂଜା । ନବରାତ୍ରୀର ନଅ ରାତିରେ ତିନି ଦେବୀ- ମହାଲକ୍ଷ୍ମୀ, ମହାସରସ୍ୱତୀ ଓ ଦେବୀ ଦୁର୍ଗାଙ୍କ ନଅ ସ୍ୱରୂପର ପୂଜା କରାଯାଏ । ଏହାଙ୍କୁ ନବଦୁର୍ଗା କୁହାଯାଏ । ନବଦିନାତ୍ମକ ଏହି ପର୍ବର ପ୍ରଥମ ଦିନ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ ।

ପର୍ବତରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଆବିର୍ଭାବ ହୋଇଥିବାରୁ ସେ ଶୈଳପୁତ୍ରୀ ନାମରେ ପୂଜିତା । ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତି ହୁଏ । ମା’ଙ୍କ ପୂଜା ଦ୍ୱାରା ବ୍ୟକ୍ତି ଜୀବନରେ ସ୍ଥିରତା ବଜାୟ ରହେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମା’ ଶୈଳପୁତ୍ରୀ ଚନ୍ଦ୍ରମାକୁ ଦର୍ଶାନ୍ତି । ତାଙ୍କ ଉପାସନା ଦ୍ୱାରା ଚନ୍ଦ୍ରର କୁପ୍ରଭାବ ନିଷ୍କ୍ରିୟ ହୋଇଯାଏ । ଶୈଳପୁତ୍ରୀଙ୍କ ମନ୍ତ୍ର ଜପ ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି ।

ସମ୍ବନ୍ଧିତ ଖବର