PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆସିଲା ନୂଆ ଶିକ୍ଷା ନୀତି: ଏବେ ବର୍ଷକରେ ଦୁଇ ଥର ହେବ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ ୧୯।୭: ଶିକ୍ଷାକୁ ଦୃଷ୍ଟିରେ ରଖି ଶିକ୍ଷାନୀତିରେ ଆସିଲା ବଡ଼ ପରିବର୍ତ୍ତନ। ନୂଆ ଶିକ୍ଷା ନୀତି ଅନୁସାରେ ୩ୟ, ୫ମ ଏବଂ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବ ବୋର୍ଡ ପରୀକ୍ଷା। ମୂଳ ନିୟମ ଅନୁସାରେ ୧୦ମ ଓ ଦ୍ବାଦଶ ଶ୍ରେଣୀରେ ଦୁଇ ଥର ବୋର୍ଡ ପରୀକ୍ଷା ଦେବା ଫଳରେ ସେମାନଙ୍କ ଉପରେ ମାନସିକ ଚାପ ପଡ଼ୁଛି। ଫଳରେ କୋଚିଂ ସେଣ୍ଟରଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି।

ଏହାକୁ ନୀତିକୁ ଦୃଷ୍ଟିରେ ଏବେ ବର୍ଷକରେ ଦୁଇ ଥର ବୋର୍ଡ ପରୀକ୍ଷା କରାଯିବ। ଏହି ନୂଆ ନୀତିରେ ପରିବର୍ତ୍ତନ ଆସିଲେ ପିଲାଙ୍କ ଉପରେ ପଡ଼ୁଥିବା ମାନସିକ ଚାପର ପ୍ରଭାବ କମିବ। ଏହା ଦ୍ବାରା ସେମାନେ ଭଲ ନମ୍ବର ରଖି ଉର୍ତ୍ତୀଣ୍ଣ ହେବେ ବୋଲି ଆଶା କରାଯାଉଛି। ଏହି ନୂଆ ନିୟମ ସିବିଏସ୍ଇ ତରଫରୁ ୨୦୨୦ ବୋର୍ଡ ପରୀକ୍ଷାରେ ଆରମ୍ଭ ହେବ ବୋଲି ପ୍ରସ୍ତାବ ଦିଆଯାଇଛି।