ଭୁବନେଶ୍ବର,୯।୭ : ପଞ୍ଚମ, ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ।   ଫେଲ ହେଲେ ପରବର୍ତ୍ତି ଶ୍ରେଣୀକୁ  ଆଉ ଯାଇ ପାରିବେନି। ଆଉ ଥରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପଡିବ  ।  ୨ ମାସ ଭିତରେ ଆଉ ଥରେ  ପରୀକ୍ଷା ଦେବାକୁ ପଡିବ। ଯଦି ପାସ ହେବେ ତେବେ ପରର୍ବତ୍ତି ଶ୍ରେଣୀରେ ପଢିବେ।  ଫେଲ ହେଲେ  ସେହି ସମାନ ଶ୍ରେଣୀରେ ପୁଣି ଥରେ ପଢିବେ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି।