ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

OMG-2ର ପୋଷ୍ଟର ରିଲିଜ କଲେ ଖିଲାଡି କୁମାର, ଅଗଷ୍ଟ ଦ୍ୱିତୀୟ ସପ୍ତାହ କରିବ ମୁକ୍ତିଲାଭ

ମୁମ୍ବାଇ ୧୦/୦୬: ଅଭିନେତା ଅକ୍ଷୟ କୁମାର ଶୁକ୍ରବାର ସୋସିଆଲ ମିଡିଆରେ ଫିଲ୍ମ ଓ ମାଇ ଗଡ୍‌ର ଦ୍ୱିତୀୟ ଭାଗ ଓଏମ୍‌ଜି-୨ର ପୋଷ୍ଟର ଜାରି କରିଛନ୍ତି। ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ଡେଟ୍‌ ଲକ୍‌ ହୋଇଯାଇଛି । ଓଏମ୍‌ଜି-୨ ଅଗଷ୍ଟ ୧୧ରେ ଥିଏଟରରେ ମୁକ୍ତିଲାଭ କରିବାକୁ ଯାଉଛି ।

wp:html
/wp:html

ଓଏମ୍‌ଜିର ପ୍ରଥମ ଭାଗକୁ ବେଶ୍‌ ସଫଳତା ମିଳିଥିଲା । ଏହା ପରେ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରାଯାଇଛି । ଦର୍ଶକମାନେ ମଧ୍ୟ ଏହି ଫିଲ୍ମକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଅମିତ ରାୟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ, ୟାମି ଗୌତମ, ଅରୁଣ ଗୋଭିଲ, ଅଭିନୟ ରାଜ ସିଂ ପ୍ରମୁଖ ଲିଡ୍‌ ରୋଲ୍‌ରେ ଅଛନ୍ତି । ଏହି କମେଡି ଡ୍ରାମା ଫିଲ୍ମରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଟାର୍ଗେଟ କରାଯାଇଛି । ୨୦୧୨ରେ ରିଲିଜ ହୋଇଥିବା ‘ଓଏମ୍‌ଜି’ର ନିର୍ଦ୍ଦେଶକ ଥିଲେ ଉମେଶ ଶୁକ୍ଳା । ପରେଶ ରାୱଲ ଏବଂ ଅକ୍ଷୟ କୁମାର ଏହାର ପ୍ରଯୋଜନା ଦାୟିତ୍ୱ ନେଇଥିଲେ ।

wp:embed {"url":"https://www.prameya.com/tiger-shroff-mother-ayesha-shroff-cheated-of-58-lakh-fir-registered/","type":"wp-embed","providerNameSlug":"prameya"}
https://www.prameya.com/tiger-shroff-mother-ayesha-shroff-cheated-of-58-lakh-fir-registered/
/wp:embed

Copyright © 2022 - Summa Real Media Private Limited. All Rights Reserved.