PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଫଗାନିସ୍ତାନର ଧାର୍ମିକ ବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ, ୨୦ରୁ ଅଧିକ ଗୁରୁତର…
  • ||
  • HSRP ମାମଲା : ୧,୨,୩ ଏବଂ ୪ ନମ୍ଵର ପାଇଁ ଆଉ ଏକ ମାସ ସମୟ ସୀମା ବୃଦ୍ଧି
  • ||
  • ଭୁବନେଶ୍ଵର : ପୁରୀରେ ନିର୍ମାଣ ହେବ କୁଲତା ସମାଜର ଧର୍ମଶାଳା, ସୁନାମୁହିଁରେ ୧ ଏକର ଜାଗା ଓ ୩ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ମୈଦଲପୁର : ବନ୍ଧୁକ ମରାମତି ବେଳେ ଗୁଳି ଫୁଟି ୪ ଆହତ
  • ||
  • ତେଲକୋଇ : ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ରେଢ଼ାଖୋଲ : ଔଷଧ ବୋଝେଇ କଣ୍ଟେନର ଧକ୍କାରେ ୪ ପିକଅପ୍ ଭ୍ୟାନ୍ ଚୂରମାର
  • ||
  • ଭୁବନେଶ୍ଵର : ATM ଭିତରେ ପଶିଲା ନାଗ, ଦେଢ ଘଣ୍ଟା ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ
  • ||
  • ଭୁବନେଶ୍ଵର : ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରେକର୍ଡ
  • ||
  • ନାରାୟଣପାଟଣା : ଝାଙ୍କିରିକାରିଲି ଗାଁ ପାହାଡ଼ରେ ମାତିଛି ମହାବଳ, ପୁଣି ଏକ ଛେଳିକୁ ମାରି ଖାଇଲା ବାଘ
  • ||
  • ଆଠମଲ୍ଲିକ : ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବର୍ଷକର ଅମଳ ଫସଲ
  • ||

କେବଳ ଗୋଟିଏ ଲବଙ୍ଗ ବଦଳାଇଦେବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି

source:m.dailyhunt.in

ଆଜି କାଲି ସମସ୍ତେ ବିନା ପରିଶ୍ରମରେ ଧନୀ ହେବା ପାଇଁ ଚାହୁଁଛନ୍ତି । କିନ୍ତୁ ଏହା ସମ୍ଭବ ନୁହେଁ । କାରଣ ଆମେ ସମସ୍ତେ ପୂର୍ବରୁ ଶୁଣିଆସିଛନ୍ତି ବିନା କର୍ମରେ ଫଳ ମିଳିବନି ।  କିନ୍ତୁ ଅନେକ ଥର ଅଧିକ ପରିଶ୍ରମ କରିବାଦ୍ୱାରା ମଧ୍ୟ କିଛି ଫଳ ମିଳେନି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ ଆପଣାଇବା ଦ୍ୱାରା ଆପଣ ନିଜ ଭାଗ୍ୟକୁ ବଦଳାଇଦେଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ସମ୍ପର୍କରେ ।

ଏହା ବ୍ୟତୀତ ଯେଉଁମାନେ ଚାକିରୀରେ ପ୍ରମୋଶନ ପାଉନାହାନ୍ତି କିମ୍ବା ବିଜନେସରେ କ୍ଷତି ହେଉଛି ସେମାନେ ମଧ୍ୟ ଏହି ଉପାୟରେ ନିଜ ଭାଗ୍ୟ ବଦଳାଇପାରିବେ । ଏହି ଉପାୟକୁ ହୃଦୟର ସହିତ ଆସ୍ଥା ରଖି କରିବା ଫଳରେ ମହାଲକ୍ଷ୍ମୀ ଖୁସି ହେବେ  ।

ଆପଣଙ୍କୁ ଏକ ଲବଙ୍ଗ ନେବାକୁ ପଡିବ । ଏହାକୁ ଶ୍ରଦ୍ଧାର ସହିକ ଏକ ନାଲି କପଡାରେ ବାନ୍ଧିବାକୁ ପଡିବ । ଧ୍ୟାନ ରଖନ୍ତୁ ଏହି କଥା ଯେମିତି ଆଉ କେହି ନଜାଣନ୍ତି । ଲବଙ୍ଗକୁ ନାଲି କପଡାରେ ବାନ୍ଧିବା ସମୟରେ ଶ୍ରଦ୍ଧା ଓ ବିଶ୍ୱାସର ସହିତ ମହାଲକ୍ଷ୍ମୀଙ୍କ ନାମ ନେବା ଉଚିତ୍ । ଏହା ପରେ ନାଲି କପଡାରେ ବନ୍ଧା ହୋଇଥିବା ସେହି ଲବଙ୍ଗକୁ ନିଜ ଟ୍ରେଜେରୀରେ ରଖି ଦିଅନ୍ତୁ । ଏହା ପରେ ଦେଖିବେ ଧିରେ ଧିରେ ଆପଣଙ୍କ ସବୁ ସମସ୍ୟା ଗାଏବ ହେବାକୁ ଲାଗିବ ଏବଂ ଆପଣଙ୍କ ପାଖରେ ପଇସାର ଅଭାବ ରହିବନି ।