ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ରାୟଗଡା: ବିଦ୍ଯୁତ୍ ମରାମତି ସମୟରେ ହଠାତ୍ କରେଣ୍ଟ ଆସିବାରୁ ଜଣେ ମୃତ, ୬ ଆହତ

ରାୟଗଡା ୧୬/୬: ବିଦ୍ଯୁତ୍ ମରାମତି ସମୟରେ ହଠାତ୍ କରେଣ୍ଟ ଆସିବାରୁ ଜଣଙ୍କ ମୃତ୍ଯୁ ଘଟିବା ସହ ୬ ଜଣ ଆହତ ହୋଇଛନ୍ତି । ରାୟଗଡା ଚନ୍ଦ୍ରପୁର ବ୍ଲକ୍ ବନ୍ଦିପଙ୍ଗା ଗାଁରେ ଘଟିଛି ଏଭଳି ଅଘଟଣ । ବିଦ୍ଯୁତ୍ ସଂସ୍ପର୍ଶରେ ଆସିବା ଫଳରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଆଣ୍ଟୋନି ବିଭାର ।

ଆଜି ବର୍ଷା ପରେ ଲାଇନ୍ କଟି ଯାଇଥିଲା । ଏହି ସମୟରେ କିଛି ବିଦ୍ଯୁତ୍ ମରାମତି କାମ କରୁଥିଲେ ଆଣ୍ଟୋନି । ତେବେ ଅଚାନକ ଚାଲିଆସିଥିଲା ଲାଇନ୍ । କରେଣ୍ଟ ଆସିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏଥିରେ ୬ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ୬ ଗୁରୁତରଙ୍କୁ ମୁନିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.