PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ ; ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି

କଟକ ୧୭/୦୭:- ଓଡିଶାର ଜଣାଶୁଣା ବିଶିଷ୍ଟ  ଲୋକପ୍ରିୟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କଟକ ବଡ ମେଡିକାଲ୍‌ର ଭର୍ତ୍ତି କରାଯାଇଛିା ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଗୁରୁତର ଥିବାରୁ ତାଙ୍କୁ ମେଡିସନ୍ ବିଭାଗର ଆଇସିୟୁରେ ରଖାଯାଇଛିା

ଶ୍ରୀ ରାଓ ଗତକାଲି ଅନୁଗୁଳକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ  ଯାଇଥିବା ସମୟ ରେ ସେଠାରେ  ଅସୁସ୍ଥ ହୋଇ ପଡିଥିଲୋ ସେଠାରେ ନିକଟସ୍ଥ ଡାକ୍ତରଖାନକୁ ନିଆଯାଇଥିଲା ପରବର୍ତ୍ତି ସମୟରେ ସ୍ଥାନୀୟ  ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଜଣାପଡି ଥିଲାକି ତାଙ୍କୁ ମସ୍ତିସ୍କ ଆଘାତ (ବ୍ରୋନ୍‌ ଷ୍ଟେ୍ାକ୍‌) ହୋଇଛି ।  ପରେ ସେଠାରେ ତାଙ୍କୁ ଏସିବ୍‌ର ମେଡିକାଲର ମେଡିସନ୍ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲ

ଶ୍ରୀ ରାଓଙ୍କ ସ୍ବାସ୍ଥା ବିଶେଷ ଧ୍ୟନ ରଖିବା ପାଇଁ  ମେଡିସିନ୍‌ ବିଭାଗର  ପ୍ରଫେସର୍‌ ବରଞ୍ଚି ନାରାୟଣ ମହାପାତ୍ରଙ୍କ ନେତୃତ୍ବରେ ଏକ ଡାକ୍ତରି ଟିମ୍  ଶ୍ରୀ ରାଓଙ୍କ ଚିକିତ୍ସା କରୁଥିବା ସୂଚନା ମିଳିଛି । ଶ୍ରୀ ରାଓ  ସ୍ବାସ୍ଥ୍ୟ ଅବସ୍ଥାରେ ସ୍ଥିର ଥିବା ଡାକ୍ତରି ଟିମ୍ ସୂଚନା ଦେଇଛନ୍ତିା