ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତ- ପାକ୍ ବିବାଦ ; ଶୈତାନ ସିଂହ କହିଲେ ଦୁଃଖଭରା କାହାଣୀ

Published By : Gurupada Nath | April 24, 2025 8:30 PM

ନୂଆଦିଲ୍ଲୀ,୨୪/୪ : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଓ୍ବାଘା- ଅଟାରୀ ବର୍ଡ଼ର ବନ୍ଦ କରିଦିଆଯାଇଛି । ଯାହାପରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ନା ଏଠାରୁ କେହି ପାକିସ୍ତାନ ଯିବେ ଏବଂ ନା କେହି ପାକିସ୍ତାନରୁ ଭାରତ ଆସିପାରିବେ । ରାଜସ୍ଥାନରେ ରହୁଥିବା ଶୈତାନ ସିଂହଙ୍କ ପାକିସ୍ତାନରେ ଗୁରୁବାର ବିବାହ ଥିଲା, କିନ୍ତୁ ଏବେ ତାଙ୍କୁ ବିବାହ ପୋଷ୍ଟପୋନ କରିବାକୁ ପଡ଼ିଛି । ଯେତେବେଳ ପର୍ଯ୍ୟନ୍ତ ବର୍ଡ଼ର ଖୋଲି ନାହିଁ ସେବେ ଯାଏଁ ବିବାହ କରିପାରିବେ ନାହିଁ ।

ରାଜସ୍ଥାନରେ ରହୁଥିବା ଶୈତାନ ସିଂହଙ୍କ ପାକିସ୍ତାନରେ ବିବାହ ଥିଲା । ଶୈତାନ ସିଂହ ବର୍ଡ଼ର ବନ୍ଦ ହେବାରୁ ବହୁ ନିରାଶ ଅଛନ୍ତି । ତାଙ୍କ କହିବା ଅନୁସାରେ ସୀମା ବନ୍ଦ ହେବା କାରଣରୁ ତାଙ୍କୁ ବିବାହ ପୋଷ୍ଟପୋନ କରିବାକୁ ପଡ଼ିଛି । ଏଏନଆଇ ସହ କଥା ହୋଇ ସେ କହିଛନ୍ତି କି, ବିବାହ ଥିଲା ମୋର, ବନ୍ଦ ହୋଇଯାଇଛି । ଯିବାକୁ ଦେଉନଥିବା କାରଣରୁ ବିବାହ ବନ୍ଦ ହୋଇଯାଇଛି ଏବେ । କ’ଣ କରିବା ବର୍ଡ଼ର ମାମଲା ଅଟେ । ସରକାର ବର୍ଡ଼ର ବନ୍ଦ କରିବାର ନିଷ୍ପତ୍ତି ସଠିକ୍ ନେଇଥିବେ । ଏବେ ଦେଖିବା ଆଗକୁ କ’ଣ ହେଉଛି । ଆତଙ୍କବାଦୀମାନେ ପହଲଗାମରେ ଯାହା କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.