PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ପାକିସ୍ତାନରୁ ଆସୁଛି ନକଲି ଫୋନ୍ କଲ୍…, ଭାରତୀୟ ସେନାର ଗତିବିଧି ସମ୍ପର୍କରେ ତଥ୍ୟ ହାସଲ ଲାଗି ଚାଲିଛି ଯୋଜନା

ରାଜସ୍ଥାନ,୨୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଏବେ ପାକିସ୍ତାନ ଚିନ୍ତିତ। ଏଣୁ ଏହି ପଡ଼ୋଶୀ ଦେଶ ବିଭିନ୍ନ ପ୍ରକାରର କୈାଶଳ ଅବଲମ୍ବନ କରୁଛି। ଏବେ ପାକିସ୍ତାନର ସୀମାବର୍ତ୍ତୀ ଅଂଚଳରେ ଜାଗ୍ରତ ଥିବା ଭାରତୀୟ ସେନାର ଗତିବିଧି ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିବା ଲାଗି ଏବେ ନକଲି ଫୋନ୍ କଲ୍ କରିବା ଆରମ୍ଭ କରିଛି।

ପାକିସ୍ତାନ ଭାରତର ଆନ୍ତର୍ଜାତିୟ ସୀମାରେ ଥିବା ପୁଲିସ ଥାନା, ରେଳ ​ ଷ୍ଟେସନ ଓ ପଂଚାୟତ କାର୍ଯ୍ୟାଳୟକୁ ନକଳି ଫେ୍ାନ୍ କଲ୍ କରି ସୀମାରେ ଥିବା ବିଏସଏଫ୍ ଗତିବିଧି ସମ୍ପର୍କରେ ତଥ୍ୟ ହାସଲ କରୁଥିବା ଜଣାପଡ଼ିଛି। ପାକିସ୍ତାନ ଇଣ୍ଟେଲିଜେନସ ଅପରେଟିଭ (ପିଆଇଓ )ପକ୍ଷରୁ ସୀମାବର୍ତ୍ତୀ ବିକାନେର୍ ଜିଳ୍ଲାରେ ଦୁଇଟି ପୁଲିସ ଥାନାକୁ ଫୋନ୍ କରାଯାଇଥିଲା।

ଏହାପରେ ବିକାନେର ପୁଲିସ ଏହି ମାମଲାକୁ ଗମ୍ଭୀରତାର ସହିତ ନେଇଛି।  ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ ରହିବାକୁ ସୂଚନା ଦେଇଛି। ପୁଲିସ ଆଇଜି ମୀରା କହିଛନ୍ତି, ଆଡିସନାଲ ଏସପି ଓ ଅନ୍ୟ ପୁଲିସ ଅଧିକାରୀଙ୍କୁ ଏହି ପରି କଲ୍ ପ୍ରତି ସଜାଗ ରହିବା ପାଇଁ କୁହାଯାଇଛି। ଏହା ହେଉଛି ପାକିସ୍ତାନର ପୁରୁଣା କୈାଶଳ, ଯାହା  ସମ୍ପର୍କରେ ଭାରତୀୟ ପୁଲିସ ଭଲ ଭାବେ ଜାଣିଛି

ସମ୍ବନ୍ଧିତ ଖବର