PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ଅଭିନନ୍ଦନଙ୍କୁ ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କଲା ପାକ୍

source:www.thenewsminute.com

ନୁଆଦିଲ୍ଲୀ ୧/୩: ଅଭିନନ୍ଦନଙ୍କୁ ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କଲା ପାକ୍ । ପାକ୍ କର୍ତ୍ତୃପକ୍ଷ କମାଣ୍ଡର ଅଭିନନ୍ଦନଙ୍କୁ ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କରିଛନ୍ତି । ଆଜି ଅପରାହ୍ନ ସୁଦ୍ଧା ଭାରତରେ ପହଞ୍ଚିଯିବେ ବୀର ଯବାନ ଅଭିନନ୍ଦନ ।

ୱାଘା ବର୍ଡର ଦେଇ ଭାରତ ଆସିବେ ଅଭିନନ୍ଦନ । କାର୍ଗିଲ ଯୁଦ୍ଧ ସମୟରେ କ୍ଯାପ୍ଟେନ୍ ନଚିକେତାଙ୍କୁ ମଧ୍ଯ ଏହି ରାସ୍ତା ଦେଇ ଅଣାଯାଇଥିଲା । ଭାରତୀୟ ସେନାର ପରାକ୍ରମ ଓ ସରକାରଙ୍କ କୁଟନୈତିକ ଚକ୍ରବ୍ଯୁହ ଆଗରେ ହାର୍ ମାନିଗଲା ପାକିସ୍ତାନ । ଏବଂ ଶେଷରେ ଅଭିନନ୍ଦନଙ୍କୁ ଛାଡିବା ପାଇଁ ବାଧ୍ଯ ହେଲା ।

ଅଧିକ ପଢନ୍ତୁ ଭାରତ ଫେରିବା ପରେ ଅଭିନନ୍ଦନଙ୍କୁ କ’ଣ କରିବାକୁ ପଡିବ, ଜାଣନ୍ତୁ…

ସମ୍ବନ୍ଧିତ ଖବର