ଅଭିନନ୍ଦନଙ୍କୁ ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କଲା ପାକ୍

source:www.thenewsminute.com
ନୁଆଦିଲ୍ଲୀ ୧/୩: ଅଭିନନ୍ଦନଙ୍କୁ ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କଲା ପାକ୍ । ପାକ୍ କର୍ତ୍ତୃପକ୍ଷ କମାଣ୍ଡର ଅଭିନନ୍ଦନଙ୍କୁ ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କରିଛନ୍ତି । ଆଜି ଅପରାହ୍ନ ସୁଦ୍ଧା ଭାରତରେ ପହଞ୍ଚିଯିବେ ବୀର ଯବାନ ଅଭିନନ୍ଦନ ।
ୱାଘା ବର୍ଡର ଦେଇ ଭାରତ ଆସିବେ ଅଭିନନ୍ଦନ । କାର୍ଗିଲ ଯୁଦ୍ଧ ସମୟରେ କ୍ଯାପ୍ଟେନ୍ ନଚିକେତାଙ୍କୁ ମଧ୍ଯ ଏହି ରାସ୍ତା ଦେଇ ଅଣାଯାଇଥିଲା । ଭାରତୀୟ ସେନାର ପରାକ୍ରମ ଓ ସରକାରଙ୍କ କୁଟନୈତିକ ଚକ୍ରବ୍ଯୁହ ଆଗରେ ହାର୍ ମାନିଗଲା ପାକିସ୍ତାନ । ଏବଂ ଶେଷରେ ଅଭିନନ୍ଦନଙ୍କୁ ଛାଡିବା ପାଇଁ ବାଧ୍ଯ ହେଲା ।
ଅଧିକ ପଢନ୍ତୁ ଭାରତ ଫେରିବା ପରେ ଅଭିନନ୍ଦନଙ୍କୁ କ’ଣ କରିବାକୁ ପଡିବ, ଜାଣନ୍ତୁ…