PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଆମେରିକାରେ ମୋଦିଙ୍କ ବିଜୟକୁ ଦେଖିବାକୁ ଫିଲ୍ମ ହଲ୍ ବୁକ୍ କଲେ ପ୍ରଶଂସକ

ନୂଆଦିଲ୍ଲୀ,୨୩।୫: ଲୋକସଭା ନିର୍ବାଚନର ପରିଣାମର ଘୋଷଣା ପ୍ରାୟ ଧାର୍ଯ୍ୟ ହୋଇସାରିଛି। କିନ୍ତୁ ଏପର୍ଯ୍ୟନ୍ତ ଯେଉଁ ଫଳାଫଳ ସାମନାକୁ ଆସିଛି ସେଥିରୁ ଭାରତରେ ବିଜେପି ସରକାର ଗଠନ ହେବାକୁ ଯାଉଛି। ଆରମ୍ଭରୁ ବିଜେପି ୩୦୦ର ସଂଖ୍ୟା ପାର କରିଦେଇଥିଲା।ଏହି ନିର୍ବାଚନକୁ ନେଇ ଯେତେ ଉତ୍ସାହ ଭାରତର ଲୋକଙ୍କ ଭିତରେ ରହିଛି, ତା ଠାରୁ ବହୁତ ଅଧିକ ବିଦେଶୀ ଗଣମାଧ୍ୟମରେ ରହିଛି। ଭାରତ ବ୍ୟତୀତ ବହୁ ଦେଶର ଲୋକ ଟିଭି ସ୍କ୍ରିନ  ଉପରେ ନିଜର ନଜର ରଖଛନ୍ତି। ଠିକ୍ ଏଭଳି  ପ୍ରଧାନମନ୍ତ୍ରୀ ମୋଦିଙ୍କ ଦେଶର ନୁହେଁ ବିଦେଶରେ ମଧ୍ୟ ପ୍ରଶଂସକ ରହିଛନ୍ତି। କିନ୍ତୁ ଆମେରିକାରେ ରହୁଥିବା ତାଙ୍କର ଜଣେ ଫ୍ୟାନ ଲୋକସଭା ନିର୍ବାଚନର ଫଳାଫଳକୁ ଦେଖି ସାରା ଫିଲ୍ମ ହଲକୁ ବୁକ୍ କରି ନେଇଛନ୍ତି।

ସେମାନେ ଏହି ଥିଏଟର ମିନିଏପୋଲିସରେ ବୁକ୍ କରିଛନ୍ତି, ଯାହାଫଳରେ ଲୋକଙ୍କୁ ଫଳାଫଳ ସମ୍ପର୍କରେ ସୂଚନା ମିଳିପାରିବ। ଏହି ଫ୍ୟାନ ଜଣଙ୍କର ନାମ ରମେଶ ନୁନେ, ଯିଏକି ପେଶାରେ ଜଣେ ଆଇଟି ପ୍ରଫେସନାଲ। ସେ ବିଭିନ୍ନ ଟିଭି ନ୍ୟୁଜ ଚ୍ୟାନେଲ ଜରିଆରେ ଫିଲ୍ମ ହଲରେ ନିର୍ବାଚନ ଫଳାଫଳର ସ୍କ୍ରିନିଂର ଆୟୋଜନ କରିଛନ୍ତି। ଲୋକଙ୍କୁ ସକାଳର ଆମେରିକୀୟ ସମୟ ଅନୁସାରେ ସାଢେ ୯ଟା ବେଳେ ନିର୍ବାଚନ ଫଳାଫଳ ମିଳିବା ଆରମ୍ଭ ହୋଇଯାଇଥିଲା। ପ୍ରାୟ ୧୫୦ ଜଣ ଲୋକ ସିନେମା ହଲର ଟିକେଟ୍ କିଣିଥିଲେ। ଯାହାର ମୂଲ୍ୟ ୧୫ ଡଲାର ଅର୍ଥାତ ୧ ହଜାର ରହିଥିଲା।

ସମ୍ବନ୍ଧିତ ଖବର