ନୂଆଦିଲ୍ଲୀ, ୧୯/୦୫ : ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟୁଛି। ଅଏଲ ମାର୍କେଟିଂ କମ୍ପାନୀମାନେ ୫ ଦିନ ମଧ୍ୟରେ ୨ ଥର ତୈଳ ଦର ବୃଦ୍ଧି କରିଛନ୍ତି। ପେଟ୍ରୋଲ୍ ଲିଟର ପିଛା ୮୭ ପଇସା ବଢିଥିବା ବେଳେ ଡିଜେଲ୍ ଲିଟର ପିଛା ୯୧ ପଇସା ବଢିଛି। ଗତ ଶୁକ୍ରବାର ୩ ଟଙ୍କା ଲେଖାଏଁ ବଢିଥିଲା ପେଟ୍ରୋଲ-ଡିଜେଲ୍ ଦର। ତେବେ ଆପଣଙ୍କ ସହରରେ କେତେ ଅଛି ତୈଳ ଦର କରନ୍ତୁ ଚେକ୍...

ପେଟ୍ରୋଲ ଦର

ନୂଆଦିଲ୍ଲୀ-୯୮.୬୪ ଟଙ୍କା
କୋଲକାତା-୧୦୯.୭୦ ଟଙ୍କା
ମୁମ୍ଵାଇ-୧୦୭.୫୯ ଟଙ୍କା
ଚେନ୍ନାଇ-୧୦୪.୪୬ ଟଙ୍କା
ଗୁରୁଗ୍ରାମ- ୯୯.୨୯ ଟଙ୍କା
ନୋଏଡା- ୯୮.୯୧ ଟଙ୍କା
ବେଙ୍ଗାଲୁରୁ- ୧୦୭.୧୨ ଟଙ୍କା
ଭୁବନେଶ୍ଵର- ୧୦୫.୦୫ ଟଙ୍କା
ଚଣ୍ଡିଗଡ଼- ୯୮.୧୦ ଟଙ୍କା
ହାଇଦ୍ରାବାଦ- ୧୧୧.୩୮ ଟଙ୍କା
ଜୟପୁର-୧୦୯.୩୨ ଟଙ୍କା
ଲକ୍ଷ୍ନୌ- ୯୮.୪୦ ଟଙ୍କା
ପାଟନା- ୧୧୦.୦୨ ଟଙ୍କା
ତିରୁଅନନ୍ତପୁରମ୍- ୧୧୧.୭୧ ଟଙ୍କା

ଡିଜେଲ୍ ଦର

ନୂଆଦିଲ୍ଲୀ-୯୧.୫୮ ଟଙ୍କା
କୋଲକାତା-୯୬.୦୭ ଟଙ୍କା
ମୁମ୍ଵାଇ-୯୪.୦୮ ଟଙ୍କା
ଚେନ୍ନାଇ-୯୬.୧୧ ଟଙ୍କା
ଗୁରୁଗ୍ରାମ-୯୧.୮୦ ଟଙ୍କା
ନୋଏଡା-୯୨.୨୧ ଟଙ୍କା
ବେଙ୍ଗାଲୁରୁ-୯୫.୦୪ ଟଙ୍କା
ଭୁବନେଶ୍ଵର-୯୬.୬୮ ଟଙ୍କା
ଚଣ୍ଡିଗଡ଼-୮୬.୦୯ ଟଙ୍କା
ହାଇଦ୍ରାବାଦ- ୯୯.୯୫ ଟଙ୍କା
ଜୟପୁର-୯୪.୫୦ ଟଙ୍କା
ଲକ୍ଷ୍ନୌ-୯୧.୦୫ ଟଙ୍କା
ପାଟନା-୯୬.୦୫ ଟଙ୍କା
ତିରୁଅନନ୍ତପୁରମ୍-୧୦୦.୬୦ ଟଙ୍କା

ଏହି ଖବରଟିକୁ ପଢନ୍ତୁPetrol-Diesel Price Hike: ଗ୍ରାହକଙ୍କୁ ବଡ଼ ଝଟ୍‌କା, ୫ ଦିନରେ ୨ଥର ବଢିଲା ପେଟ୍ରୋଲ-ଡିଜେଲ୍ ଦର