ଭୁବନେଶ୍ବର,୯/୧ : ୫୦୨ପିଜି ମେଡ଼ିକାଲ ସିଟ୍ ବଢାଇବାକୁ ରାଜ୍ୟ ସରକାରଙ୍କ ଯୋଜନା। ଆସନ୍ତା ୨ବର୍ଷ ଭିତରେ ସିଟ ବଢାଇବେ ରାଜ୍ୟ ସରକାର । ଏ ନେଇ ମେଡ଼ିକାଲ କଲେଜକୁ ଚିଠି ଲେଖିଲେ ଡିଏମଇଟି । ୧୨ମେଡ଼ିକାଲ କଲେଜକୁ ଚିଠି। ଭିତ୍ତିଭୂମି ସଜାଡ଼ିବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।