PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଘରେ ଏହି ଗଛ ଲଗାଇବା ଫଳରେ କନ୍ଯା ସନ୍ତାନ ପ୍ରାପ୍ତି ହୋଇଥାଏ

ବୃକ୍ଷ ଓ ମାନବର କାହିଁ କେବେଠୁ ବନ୍ଧୁତା ରହିଆସିଛି । ଜୀବଜନ୍ତୁଙ୍କ ପାଇଁ ମଧ୍ଯ ବୃକ୍ଷ ଅତ୍ଯନ୍ତ ଦରକାରୀ । ବୃକ୍ଷ ଶୁଦ୍ଧ ବାୟୁ ସହିତ ଅନେକ ସକାରତ୍ମକ ଶକ୍ତି ପ୍ରଦାନ କରିଥାଏ । ପ୍ରତି ମନୁଷ୍ଯକୁ ନିଜ ଜୀବନକାଳ ମଧ୍ଯରେ ବୃକ୍ଷରୋପଣ କରିବା ଉଚିତ୍ । କୁହାଯାଏ ଗଛ ଲଗାଇବା ଫଳରେ ପରିବାରରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ । ପ୍ରାୟ ଏହା ଦେଖାଯାଇଥାଏ ଯେ ଲୋକେ ଅଶ୍ୱତଥ୍, ବରଗଛକୁ ପୂଜା କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ବାସ୍ତୁ ଅନୁସାରେ କିଛି ଏମିତି ବି ଗଛ ଅଛି ଯାହା ସବୁ ମନୋକାମନା ପୂର୍ଣ୍ଣ କରିଥାଏ । ଯଦି ଜାଣିନାହାଁନ୍ତି ତେବେ ଆସନ୍ତୁ ଜାଣିବା …

ଶାସ୍ତ୍ର ଅନୁସାରେ ତୁଳସୀକୁ ଅତ୍ଯନ୍ତ ପବିତ୍ର ବୋଲି କୁହାଯାଏ । ତୁଳସୀକୁ ସମସ୍ତେ ନିଜ ଘରେ ପୂଜା କରିଥାନ୍ତି । କୁହାଯାଏ ଯଦି ଏହାକୁ ଘରେ ଲଗାଯାଏ ତେବେ ଘରର ବାତାବରଣ ଅତ୍ୟନ୍ତ ଶୁଦ୍ଧ ହୋଇଥାଏ ଏବଂ ଏହା ସହିତ ସୁଖ-ଶାନ୍ତି ବଢିଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଜାମୁଗଛ ଲଗାଇଲେ ସୌଭାଗ୍ଯ ସହିତ କନ୍ୟା ପ୍ରାପ୍ତି ହୋଇଥାଏ । ଯେଉଁ ଘରେ ସନ୍ତାନ ସୁଖ ମିଳୁନି କିମ୍ବା କନ୍ୟାରତ୍ନ ଦରକାର ତେବେ ନିଜ ଘରେ ଜାମୁ ଗଛ ଲଗାଇଲେ କନ୍ଯା ସନ୍ତାନ ପ୍ରାପ୍ତି ହେବ ।

ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ତେବେ ପଳାଶ ଚାରା ଲଗାନ୍ତୁ । ଏହା ଫଳରେ ଖୁବଶୀଘ୍ର ସନ୍ତାନ ପ୍ରାପ୍ତି ହେବ ।

ବାସ୍ତୁ ଅନୁସାରେ କୌଣସି କଣ୍ଟକ ଯୁକ୍ତ ବୃକ୍ଷ ଘର ଭିତରେ କିମ୍ବା ଘର ନିକଟରେ ମଧ୍ଯ   ରହିବା ଉଚିତ୍ ନୁହେଁ ।

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ଅଶ୍ୱତଥ୍ ବୃକ୍ଷ ମୂଳେ ଜଳ ଅର୍ପଣ କରନ୍ତୁ । ବାସ୍ତୁ ହିସାବରେ ଜଳାଶୟ ନିକଟରେ ଅଶ୍ୱତଥ୍ ବୃକ୍ଷରୋପଣ କଲେ ଅତ୍ଯନ୍ତ ପୂଣ୍ଯ ପ୍ରାପ୍ତି ହୋଇଥାଏ ।

ଲିମ୍ବ ଗଛ ଲଗାଇବା ଫଳରେ ଆୟୁ ବୃଦ୍ଧି ହୋଇଥାଏ ଏବଂ ଏହା ସହିତ ସୂର୍ଯ୍ଯଦେବଙ୍କ କୃପା ମଧ୍ଯ ରହିଥାଏ ।

ବାସ୍ତୁ ଅନୁସାରେ ମନି ପ୍ଲାଣ୍ଟର ଚାରା ଧନ ସମ୍ବନ୍ଧିତ ଲାଭ ପ୍ରଦାନ କରିଥାଏ । କୁହାଯାଏ କି କୌଣସି ବି ଚାରାଗଛ ମୁଖ୍ୟ ଦ୍ୱାର ସାମ୍ନାରେ ଲଗାଇବା ଉଚିତ୍ ନୁହେଁ ।