ଆନନ୍ଦପୁର, ୬।୨: ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ଘଷିପୁରା ପୁଲିସ । ଜାତୀୟ ରାଜପଥ ୨୦ ମା’ ମଙ୍ଗଳା ହୋଟେଲ ନିକଟରୁ ୨ଟି କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଘଷିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ୨ଟି କାରରେ ଆସିଥିବା ୫ ଜଣ ଯୁବକ ହୋଟେଲରେ ଖାଉଥିବା ସମୟରେ ଅତର୍କିତ ଭାବେ ପୁଲିସ ଚଢ଼ାଉ କରିଥିଲା। ସେଥିମଧ୍ୟରୁ ଜଣେ ଖସି ପଳାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ... ତୁଳସୀ ଗଣନାଟ୍ୟ ମାଲିକଙ୍କ ପିଛା ଛାଡ଼ୁନି ବିବାଦ: ଖଳନାୟକ ସାଇଙ୍କୁ ନିର୍ଯାତନା ଦେଉଥିଲେ ନାଣ୍ଡୁ ବାବୁ !