PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ପ୍ରିୟଙ୍କା ଚୋପ୍ରାଙ୍କ ଅଦ୍ଭୁତ ପୋଷାକ ସୋସିଆଲ ମିଡ଼ିଆରେ କଲା ହଇଚଇ, ଦର୍ଶକ କହିଲେ…

ଚଳଚ୍ଚିତ୍ର କଳାକାରମାନେ ନିଜ ଜୀବନଶୈଳୀ ଏବଂ ପରିଚୟ ​‌ଯୋଗୁଁ ସୋସିଆଲ ମିଡ଼ିଆରେ ସବୁବେଳେ ଆଗରେ ଥାନ୍ତି। ତାହା ବଲିଉଡ୍ ହେଉ କି ଓଲିଉଡ୍ କିମ୍ବା ହଲିଉଡ୍। କିଛି ନା କିଛି କାରଣରୁ ଏମାନେ ସବୁବେଳେ ଆଗରେ ଥାନ୍ତି। ଯେମିତି କି ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା।

ପ୍ରିୟଙ୍କା ନିଜର ଅଦ୍ଭୂତ ପୋଷାକ ପାଇଁ ଏବେ ସୋସିଆଲ ମିଡ଼ିଆରେ ହଇଚଇ ସୃ​‌ଷ୍ଟି କରୁଛନ୍ତି। ପ୍ରିୟଙ୍କାଙ୍କ ଡ୍ରେସିଂ ଷ୍ଟାଇଲରେ ଦର୍ଶକଙ୍କ ମଧ୍ୟ ଫିଦା ହୋଇଯାଉଛନ୍ତି।

ଆଉ କିଛି ଲୋକ ପ୍ରିୟଙ୍କାଙ୍କ ପୋଷାକକୁ ନେଇ ଟ୍ରୋଲ ମଧ୍ୟ କରୁଛନ୍ତି। ଏମିତିକି ପ୍ରିୟଙ୍କାଙ୍କ ପୋଷାକ ବଡ଼ ଅଦଭୂତ, ଆଉ ସେ ଏହି ପୋଷାକ ପିନ୍ଧିଲେ ଅଜବ ଦେଖାଯାଉଛନ୍ତି ବୋଲି ଦର୍ଶକ କହିଛନ୍ତି।

ତେବେ ପୋଷାକକୁ ନେଇ ଲୋକେ ତ ନାନା କଥା କହିବେ। କିନ୍ତୁ ପ୍ରିୟଙ୍କା ଏହି ପୋଷାକରେ ବହୁତ ହଟ୍ ଦେଖାଯାଉଛନ୍ତି ବୋଲି ସ୍ବାମୀ ନିକ୍ କହିଛନ୍ତି ।

କେବଳ ପ୍ରିୟଙ୍କା ନୁହେଁ ନିକ ମଧ୍ୟ ବହୁତ ହ୍ୟାଣ୍ଡସମ୍ ଲାଗୁଛନ୍ତି। ଏହି ଫଟୋ ଦେଖିଲେ ଆପଣ ବି ଜାଣିପାରିବେ ଦୁହେଁ କେତେ ଖୁସି ଅଛନ୍ତି।

ସମ୍ବନ୍ଧିତ ଖବର