PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ପୁଣି ଥରେ ସ୍କ୍ରିନ୍‌ରେ ଧମାକାଦାର୍ ଏଣ୍ଟ୍ରି କରିବେ ମନ୍ଦାକିନୀ, ମ୍ୟୁଜିକ୍ ଭିଡିଓରେ ଆସିବେ ନଜର

ନୂଆଦିଲ୍ଲୀ, ୨୩/୦୬ : ଆଜି ବି ସମସ୍ତଙ୍କର ନିଶ୍ଚୟ ମନେ ଥିବ ରାଜ କପୁରଙ୍କ ଫିଲ୍ମ “ରାମ ତେରି ଗଙ୍ଗା ମିଲି”। ଆଉ ଫ୍ୟାନ୍ସଙ୍କ ହୃଦୟରେ ଏବେବି ରାଜ୍ କରୁଥିବ ଝରଣା କୂଳରେ ଧଳା ରଙ୍ଗରେ ଶାଢୀରେ ଭିଜୁଥିବା ମନ୍ଦାକିନୀଙ୍କ ଚେହେରା। ହେଲେ ମନ୍ଦାକିନୀ ଏବେ କେଉଁଠି ? ଯଦି ଆପଣ ମନ୍ଦାକିନୀଙ୍କୁ ସ୍କ୍ରିନ୍‌ରେ ମିସ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ସ୍କ୍ରିନ୍‌କୁ କମ୍‌ବ୍ୟାକ୍ କରୁଛନ୍ତି ମନ୍ଦାକିନୀ। ପୁଣି ଥରେ ତାଙ୍କର କାତିଲ ନଜରରେ ଫ୍ୟାନ୍ସଙ୍କୁ ପାଗଳ କରିବେ ଅଭିନେତ୍ରୀ।

ସୂଚନାନୁଯାୟୀ, ଏକ ମ୍ୟୁଜିକ ଭିଡିଓ ମା ଓ ମାରେ ମନ୍ଦାକିନୀ କମ୍‌ବ୍ୟାକ୍ କରୁଛନ୍ତି। ଏହି ଗୀତର ପ୍ରଥମ ପୋଷ୍ଟର ଆଜି ରିଲିଜ୍ ହୋଇଛି। ଏହି ପୋଷ୍ଟର ରିଲିଜ୍ ହେବା ପରେ ମନ୍ଦାକିନୀଙ୍କ ଫ୍ୟାନ୍ସ ଖୁବ୍ ଉତ୍ସୁକ ଅଛନ୍ତି। ଅଭିନେତ୍ରୀ ତାଙ୍କର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟର ସେୟାର କରିଛନ୍ତି।

୧୯୯୬ରେ ଶେଷ ଥର ପାଇଁ ମନ୍ଦାକିନୀକୁ ସ୍କ୍ରିନ୍‌ରେ ଦେଖିବାକୁ ମିଳିଥିଲା। ପ୍ରାୟ ୨ ଦଶକ ପରେ ଏବେ ପୁଣି ଥରେ ସେ ସ୍କ୍ରିନ୍‌ରେ ଧମାକାଦାର୍ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ହେଲେ ଏଥର ସେ ତାଙ୍କ ପୁଅ ରବିଲ ଠାକୁରଙ୍କ ସହ ମନୋରଞ୍ଜନ ଦୁନିଆରେ ପାଦ ରଖିବେ।

ସମ୍ବନ୍ଧିତ ଖବର