ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

‘ଆଦିପୁରୁଷ’ର ୧୦ ହଜାର ଟିକେଟ କିଣିବେ ରଣବୀର କପୁର ,ଜାଣନ୍ତୁ କାରଣ

ମୁମ୍ୱାଇ – ଅଭିନେତା ପ୍ରଭାସ , କୃତି ସେନନ , ସନି ସିଂହ , ଦେବଦତ୍ତ ନାଗେ ଓ ସୈଫ ଅଲୀ ଖାନଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷକୁ ନେଇ ଜବରଦସ୍ତ ଏକ୍ସାଇଟମେଣ୍ଟ ଦେଖିବାକୁ ମିଳିଛି। ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ସହ କ୍ରିଟିକ୍ସ ମଧ୍ୟ ଉତ୍ସାହିତ ଅଛନ୍ତି। ଏଥିରେ ଏବେ ଫିଲ୍ମକୁ ନେଇ ବଡ଼ ଅପଡେଟ୍‌ ଆସିଛି ଏବଂ ରଣବୀର କପୁର ଫିଲ୍ମର ୧୦ ହଜାର ଟିକେଟ୍‌ କିଣିବେ। ଲଞ୍ଚ୍‌ ହେଲା ‘ଆଦି ପୁରୁଷ’ର ଆକ୍ସନ ଟ୍ରେଲର,

ସୋସିଆଲ ମିଡ଼ିଆରେ ତରଣ ଆଦର୍ଶ ଟ୍ୱିଟ୍‌ କରି ଏହି କଥାର ସୂଚନା ଦେଇଛନ୍ତି କି , ରଣବୀର କପୁର, ଆଦିପୁରୁଷର ୧୦ ହଜାର ଟିକେଟ କିଣିବେ। ଟ୍ୱିଟ୍‌ରେ କୁହାଯାଇଛି କି, ରଣବୀର କପୁର ଏହି ୧୦ ହଜାର ଟିକେଟ ଗରିବ ପିଲା (ସମାଜରେ ସବୁ ସୁବିଧା ସୁଯୋଗରୁ ବଞ୍ଚିତ)ଙ୍କ ପାଇଁ ନେବେ। ଏହାସହ ଏହାର ଏକ ଅଫିସିଆଲ ପୋଷ୍ଟର ମଧ୍ୟ ସେୟାର କରାଯାଇଛି। ଉଲ୍ଲେଖନୀୟ ଯେ, ଏମିତି ପ୍ରଥମ ଥର ଦେଖା ଯାଇଛି କି କୌଣସି ଫିଲ୍ମକୁ ନେଇ ଏତେ ଉତ୍ସାହ ଦେଖା ଯାଇଛି କି, ଏତେ ସଂଖ୍ୟାରେ ଟିକେଟ କିଣା ଯିବ।  

ଏହାସହ ମଧ୍ୟ ପଢ଼ନ୍ତୁ - ‘କାଶ୍ମୀର ଫାଇଲ୍ସ’ ନିର୍ମାତାଙ୍କ ବଡ ଘୋଷଣା, ମାଗଣାରେ ବାଣ୍ଟିବେ ‘ଆଦିପୁରୁଷ’ର ଦଶ ହଜାର ଟିକେଟ୍‌

{"width":682,"height":384}
Ranbir Kapoor to book 10,000 tickets of Prabhas starrer Adipurush

କହୁ ରଖୁଛୁ କି , ଗୋଟେପଟେ ରଣବୀର କପୁର ୧୦ ହଜାର ଟିକେଟ ନେବା କଥା କହିଛନ୍ତି , ତ ଅନ୍ୟପଟେ ତେଲୁଗୁ ୩୬୦ର ଏକ ନ୍ୟୁଜ ରିପୋର୍ଟ ଅନୁସାରେ , ଦ କଶ୍ମୀର ଫାଇଲ୍ସର ପ୍ରଡ୍ୟୁସର ଅଭିଷେକ ଅଗ୍ରୱାଲ ଫିଲ୍ମ ଆଦିପୁରୁଷର ୧୦ ହଜାରରୁ ଅଧିକ ଟିକେଟ ମାଗଣାରେ ବାଣ୍ଟିବାର ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ମୁତାବିକ ଏହି ଟିକେଟ ତେଲେଙ୍ଗାନାରେ ବଣ୍ଟା ଯିବ। ସେପଟେ ଏହି ଟିକେଟକୁ ସରକାରୀ ସ୍କୁଲର ଛାତ୍ରଛାତ୍ରୀ, ବୃଦ୍ଧାଶ୍ରମ ଓ ଅନାଥାଶ୍ରମର ଲୋକଙ୍କୁ ଦିଆଯିବ। କହି ରଖୁଛୁ କି , ଯଦି ଏମିତି ହୁଏ ତ ଏଥିରେ ଫିଲ୍ମର କଲେକ୍ସନକୁ ବଡ଼ ସପୋର୍ଟ ମିଳିବ।

ଏହାସହ ମଧ୍ୟ ପଢ଼ନ୍ତୁ - ରିଲିଜ୍ ପୂର୍ବରୁ ୪୨୦ କୋଟି ରୋଜଗାର କଲା ‘ଆଦିପୁରୁଷ’,

{"width":667,"height":374}
Ranbir Kapoor to book 10,000 tickets of Prabhas, Kriti Sanon starrer  'Adipurush' for underprivileged children | Mint

ଉଲ୍ଲେଖନୀୟ ଯେ, ନିକଟରେ ତିରୁପତିରେ ଫିଲ୍ମର ଫାଇନାଲ ଟ୍ରେଲରକୁ ରିଲିଜ କରାଯାଇଛି , ଯାହା ଉପରେ ବହୁତ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହୋଇଛି। ମିଡ଼ିଆ ରିପୋର୍ଟ ମୁତାବିକ ଏହି ଇଭେଣ୍ଟରେ ପାଖାପାଖି ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିଲା । ଫିଲ୍ମ ଆଦିପୁରୁଷ, ୧୬ ଜୁନରେ ସିନେମା ହଲରେ ରିଲିଜ ହେବ। ଏହା ଏକ ପ୍ୟାନ ଇଣ୍ଡିଆ ଫିଲ୍ମ, ଯାହା ହିନ୍ଦି ସହ ତେଲୁଗୁ , ତାମିଲ , କନ୍ନଡ଼ ଓ ମଲୟାଲମ୍‌ରେ ବି ରିଲିଜ ହେବ।

ଏହାସହ ମଧ୍ୟ ପଢ଼ନ୍ତୁ - ‘ଗଦର’ର ରିଲିଜ ଉପରେ ବମ୍ପର ଅଫର

Copyright © 2022 - Summa Real Media Private Limited. All Rights Reserved.