PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସହିଦଙ୍କ ପିଲାମାନଙ୍କୁ ଶିକ୍ଷା ଦେବାରେ ସାହାଯ୍ୟ କରିବେ ରବିନା ଟଣ୍ଡନ

ମୁମ୍ବାଇ,୨୨।୨: ପୁଲଓ୍ବାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରର ପିଲାମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ। ବୁଧବାର ଦିନ ମୁମ୍ବାଇରେ ଏକ ବୁ୍ୟଟି ଆଓ୍ବାର୍ଡରେ ସାମିଲ ହୋଇ ଏଭଳି ମନ୍ତବ୍ୟ ରଖିଛନ୍ତି। ଏହା ସହିତ କହିଛନ୍ତି କି, ଏହା ସମସ୍ତଙ୍କ ପାଇଁ ଗୋଟିଏ ମୈାକା। ଏହି ପରିସ୍ଥିତିରେ ସମସ୍ତଙ୍କୁ ଆଗକୁ ଆସିବାକୁ ହେବ। ଯେତେ ସମ୍ଭବ ସାହାଯ୍ୟ କରିପାରିବେ, ତାହା କରିବା ଦରକାର ମଧ୍ୟ।

ମୁଁ ଯବାନଙ୍କ ପିଲାମାନଙ୍କୁ ଖାସ୍ କରି ଝିଅମାନଙ୍କୁ ପଢ଼ାଇବାର ଦାୟିତ୍ବ ନେଇଛି। କେବଳ ସହିଦ ହୋଇଥିବା ଯବାନ୍ ନୁହେଁ, ପୂର୍ବରୁ ସହିଦ ହୋଇଥିବା ଯବାନଙ୍କ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଆମ ଫାଉଣ୍ଡେସନ୍ ସାହାଯ୍ୟ କରିବ ବୋଲି ରବିନା କହିଛନ୍ତି।

ସମ୍ବନ୍ଧିତ ଖବର