Champion RCB: ଆଇପିଏଲରେ ଆରସିବିର ଆଧିପତ୍ୟ ଅତୁଟ...ବ୍ୟାକ୍ ଟୁ ବ୍ୟାକ୍ ଟ୍ରଫି ଜିତି ରଚିଲା ଇତିହାସ, ଫଟୋରେ ଦେଖନ୍ତୁ ଟିମ୍ ସେଲିବ୍ରେସନ୍
ଦୀର୍ଘ ୧୮ ବର୍ଷ ଧରି ବିଫଳ ହେବା ପରେ ବେଙ୍ଗାଲୁରୁ କ୍ରମାନ୍ୱୟରେ ଦ୍ୱିତୀୟ ବର୍ଷ ଧରି ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇ ଆଇପିଏଲ ଟାଇଟଲ ବଜାୟ ରଖିଛି । ରବିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ବେଙ୍ଗାଲୁରୁ ୫ ୱିକେଟ୍ରେ ଗୁଜରାଟକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୮ ୱିକେଟ୍ ହରାଇ ୧୫୫ ରନ ସଂଗ୍ରହ କରିଥିଲା । ଲଗାତାର ଦ୍ୱିତୀୟ ଥର ଟ୍ରଫି ଜିତିଛି ଆରସିବି । ଫଟୋରେ ଦେଖନ୍ତୁ ଟିମ୍ର ସେଲିବ୍ରେସନ୍ ।
Published By :
Ankita
- Prameya Bureau |
June 01, 2026 01:38 PM