PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ମରାମତି ହେଉନି ବ୍ରିଜ ଛକ ଟ୍ରାଫିକ ଖାଲ, ବର୍ଷା ଜଳରେ ଅଦୃଶ୍ୟ ଖାଲରେ ବଢୁଛି ଦୁର୍ଘଟଣା

ଆନନ୍ଦପୁର ୪/୧୦-ଆନନ୍ଦପୁର ବ୍ରିଜ ଛକ ଟ୍ରାଫିକ ନିକଟରେ ସୃଷ୍ଟି ହୋଇଥିବା ଖାଲ ମରାମତି ଅଭାବରୁ ଧୀରେ ଧୀରେ ଏହାର ପରିସୀମା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବର୍ଷା ସମୟରେ ଅପ୍ରିତିକାର ପରିସ୍ଥିତି ସୃଷ୍ଟି ହେଉଛି । ରାସ୍ତାରେ ରହିଥିବା ଖାଲରେ ଜଳ ଭର୍ତ୍ତି ହୋଇ ଯାତ୍ରୀଙ୍କ ପାଇଁ ଅଦୃଶ୍ୟ ହେଉଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି । ବିଶେଷ କରି ବାଇକ ଆରୋହୀଙ୍କ ସମସ୍ୟା ବେଶୀ ମାତ୍ରାରେ ବଢୁଛି l ମଙ୍ଗଳବାର ଦିନ ଏହି ପାଣି ଭର୍ତ୍ତି ଖାଲ ପାଇଁ ୫ରୁ ଉର୍ଦ୍ଧ୍ୱ ଦୁର୍ଘଟଣା ଦେଖିବାକୁ ମିଳିଛି । ଆଜି ହୋଇଥିବା ଦୁର୍ଘଟଣାରେ ଯାତ୍ରୀମାନେ ସାମାନ୍ୟ ଆହାତ ହୋଇଥିଲେ ବି କୌଣସି ମୁହୁର୍ତରେ ବଡ଼ ଧାରଣରେ ଦୁର୍ଘଟଣାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହେଉଛି ।