ବାଣପୁର, ୨୫।୧: ଭୁଶୁଡ଼ିଲା ରୋପଡ଼ା ତୋରସିଂ ପୋଲ । ମାଟି ବୋଝେଇ ହାଇୱା ଗାଡ଼ି ଯାଉଥିବା ବେଳେ ବହୁ ପୁରୁଣା ଦୁର୍ବଳ ପୋଲ ମଝିରୁ ଭାଙ୍ଗି ଯାଇଛି । ମାଟି ବୋଝେଇ ହାଇୱାଟି ଫସି ରହିଛି । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ପାଇ ବାଣପୁର ପୁଲିସ ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ... ୩୧ ସିବିଆଇ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ ଓ ପୁଲିସ ପଦକ ସମ୍ମାନ