PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

୧ମିନିଟରେ ଚାର୍ଜ ହେବ ଏହି ଇଲେକ୍ଟ୍ରିକ ଯାନ, ୪୦ଟଙ୍କାରେ ଦୈାଡ଼ିବ ୧୦୦ କି.ମି !

ଉତ୍ତରାଖଣ୍ଡ ୨୦।୭: ମାତ୍ର ଗୋଟିଏ ମିନିଟ୍ ଚାର୍ଜ କରିବାକୁ ପଡ଼ିବ। ତାପରେ ଦୈାଡିବ ୧୦୦ କିଲୋମିଟର। ଏମିତି ଯନ୍ତ୍ର ତିଆରି କରିଛନ୍ତି ଅଲ୍ମୋଡା ସ୍ଥିତ କାଫଲିଖାନ ଅଂଚଳରେ ରହୁଥିବା ରବି ଟମ୍ଟା।

ଦେଢ଼ ବର୍ଷ ଧରି କଷ୍ଟ କରିବା ପରେ ରବି ଏମିତି ଏକ ଇଲେକ୍ଟ୍ରିଲାଇଟ୍ ପମ୍ପ ମେସିନର ନିର୍ମାଣ କରିଛନ୍ତି। ଯାହାକି ବହୁତ କମ ସମୟ ଏବଂ ଯାନବାହାନକୁ ମଧ୍ୟ ଚାର୍ଜ କରାଯାଇପାରିବ। ରବିଙ୍କ କହିବାନୁସାରେ, ଏହା ଏମିତି ଏକ ମେସିନ, ଯାହାକି ଗୋଟିଏ ମିନିଟରେ ବହୁ ଇଲେକ୍ଟ୍ରିଟିକ୍ ଯାନକୁ ଚାର୍ଜ କରାଯାଇପାରିବ। ଏହାକୁ ହଳ୍ଡଓ୍ବାନିର ନିକୋନିଆ ସ୍ଥିତ ଚଢ଼ା ପେଟ୍ରୋଲ ପମ୍ପ ଏହି ଇଲେକ୍ଟ୍ରିକ ଯାନକୁ ପ୍ରଦର୍ଶନ ମଧ୍ୟ କରିସାରିଛନ୍ତି।

ରବିଙ୍କ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର କରିଛନ୍ତି। ମାତ୍ର ଛୋଟବେଳୁ କିଛି ନୂଆ ନୂଆ କରିବାର ଚେଷ୍ଟା ତାଙ୍କ ମନରେ ସବୁବେଳେ ଥାଏ ବୋଲି ସେ କହିଛନ୍ତି। ବର୍ତ୍ତମାନ ସମୟରେ ଏଭଳି ଇଲେକ୍ଟ୍ରିଟିକ୍ ଯାନର ବହୁତ ଆବଶ୍ୟକତା ରହିଛି। ତେବେ ଏହି ଇଲେକ୍ଟ୍ରିଟିକ୍ ଯାନକୁ ଗୋଟିଏ ମିନିଟ୍ ଚାର୍ଜ କରାଯାଏ ତାହେଲେ ଥରକରେ ପ୍ରାୟ ୪୦ରୁ ୫୦ ଟଙ୍କା ଲାଗିଯିବ।

ରବିଙ୍କ କହିବାନୁସାରେ, ଲେଡ୍ ଏସିଡ୍ ବ୍ୟାଟେରି ୩୮ପ୍ରତିଶତ ସଲ୍ଫ୍ୟୁରିକ ଏସିଡ୍ ଏବଂ ୬୨ପ୍ରତିଶତ ଡିସ୍ଟିଲ ଓ୍ବଟରର ମିଶ୍ରଣକୁ ଇଲେକ୍ଟେ୍ରାଲାଇଟ୍ କୁହାଯାଏ। ଯାହା ଚାର୍ଜ ଏବଂ ଡିସଚାର୍ଜ ବି ହୁଏ। ଯେତେବେଳେ ଇଲେକ୍ଟ୍ରିଟିକ୍ ଯାନର ବ୍ୟାଟେରି ଡିସଚାର୍ଜ ହୁଏ ସେତେବେଳେ ଡିସଚାର୍ଜିଂ ଦ୍ବାରା ସଲ୍ଫ୍ୟୁରିକ୍ ଏସିଡ୍ ଓଡାୟଲ୍ୟୁଟ ହୋଇଯାଏ। ଏହି ପ୍ରକ୍ରିୟା ପରେ ବ୍ୟାଟେରି ଗୋଟିଏ ମିନିଟରେ ଚାର୍ଜ ହୋଇଯାଏ।


ସମ୍ବନ୍ଧିତ ଖବର