PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବିମାନବନ୍ଦର ଚଟାଣରେ ଶୋଇଲେ ଏହି କ୍ରିକେଟର ଓ ତାଙ୍କ ପତ୍ନୀ,ଜାଣନ୍ତୁ କାରଣ..

ଚେନ୍ନାଇ ୧୦।୪: ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ ଏହି ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ଟାରୁ ୫ଟି ମ୍ୟାଚ୍ ଜିତି ସାରିଛି। ଏପ୍ରିଲ ୯ରେ ଚେନ୍ନାଇ କୋଲକତା ନାଇଟରାଇଡର୍ସକୁ ୭ ଉଇକେଟରେ ହରାଇଥିଲା। ଚେନ୍ନାଇର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୧୧ ତାରିଖରେ ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟଲ୍ସ ସହିତ ହେବ।

ଚେନ୍ନାଇ ଟିମ୍ କୋଲକତା ବିରୁଧରେ ମ୍ୟାଚ ଜିତିବା ପରେ ମଙ୍ଗଳବାର ଅଧିକ ରାତିରେ ହିଁ ସେମାନେ ଏୟାରପୋର୍ଟରେ ପହଞ୍ଚିଯାଇଥିଲେ। ଯଦିଓବା ତାଙ୍କର ବିମାନ ପ୍ରାତଃକାଳରେ ଥିଲା। ମାତ୍ର ଧୋନୀ ଓ ତାଙ୍କ ଟିମ୍ ବହୁତ ଥକ୍କା ଅନୁଭବ କରୁଥିଲେ। ଏମିତିରେ ଧୋନୀ ମୁଣ୍ଡ ତଳେ ବ୍ୟାଗ ଥୋଇ ବିମାନବନ୍ଦର ଚଟାଣରେ ଶୋଇ ଯାଇଥିଲେ। ତାଙ୍କ ସ୍ତ୍ରୀ ସାକ୍ଷୀ ମଧ୍ୟ ସେହି ଚଟାଣରେ ଶୋଇଥିଲେ।

ସମ୍ବନ୍ଧିତ ଖବର