PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଲୋକସଭା ନିର୍ବାଚନ: ଏସପି-ବିଏସପି ସହ ମେଣ୍ଟ କଲେ ଆଉ ୩ ଆଞ୍ଚଳିକ ଦଳ

ଲକ୍ଷ୍ନୌ,୨୬।୩: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜି ଉତ୍ତର ପ୍ରଦେଶରେ ଆଜି ୩ଟି ଆଞ୍ଚଳିକ ଦଳ- ନିଶାଦ ପାର୍ଟି, ଜନୱାଦୀ ପାର୍ଟି(ସୋଶାଲିଷ୍ଟ) ଓ ରାଷ୍ଟ୍ରୀୟ ସମାନତା ଦଳ ସପା-ବିଏସ୍‌ପି ମେଣ୍ଟ ସହ ହାତ ମିଳାଇଛନ୍ତି।ଏମାନେ ଏକାଠି ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ। ଆଜି ଲକ୍ଷ୍ନୌଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରାଯାଇଛି।  ଏସପି-ବିଏସ୍‌ପି ଆଞ୍ଚଳିକ ଦଳଗୁଡ଼ିକୁ ଅଧିକ ଭରସା କରିବା ପଛର କାରଣ ହେଉଛି, ଉତ୍ତର ପ୍ରଦେଶରେ ଜାତି ଓ ସଂପ୍ରଦାୟକୁ ନେଇ ଭୋଟ ବ୍ୟାଙ୍କ ସୃଷ୍ଟି ହୋଇଥାଏ। ଉତ୍ତର ପ୍ରଦେଶରୁ ହିଁ ଦିଲ୍ଲୀରେ କିଏ କ୍ଷମତା ଦଖଲ କରିବ, ତାହା ସ୍ଥିର ହୋଇଥାଏ। ତେଣୁ ବିଜେପିକୁ ମାତ୍  ଦେବାକୁ ଏସପି-ବିଏସ୍‌ପି ଏଭଳି ରଣନୀତି ପ୍ରସ୍ତୁତ କରିଛନ୍ତି।