PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସେଣ୍ଟ୍ରାଲ ଭିଷ୍ଟାରେ ସିଂହଙ୍କ ମୁହଁ ଖୋଲା ରହିବ, ସୁପ୍ରିମକୋର୍ଟରେ ବାଜିଲା ମୋହର

ନୂଆଦିଲ୍ଲୀ,୩୦/୯ : ସେଣ୍ଟ୍ରାଲ ଭିଷ୍ଟା ତଥା ନୂଆ ସଂସଦ ଭବନରେ ଲାଗିଥିବା ଖୋଲା ମୁହଁ ଥିବା ସିଂହଙ୍କ ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ସିଂହଙ୍କ ପ୍ରତିମୂର୍ତ୍ତିର ଡିଜାଇନକୁ ଠିକ୍ କରିବାକୁ ନେଇ ହୋଇଥିବା ଆବେଦନକୁ ଖାରିଜ କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ପ୍ରତିମୂର୍ତ୍ତି କୌଣସି ପ୍ରକାର ରାଷ୍ଟ୍ରୀୟ ପ୍ରତୀକ ଆଇନର ବିପରୀତ ନୁହେଁ । ଏହିଭଳି ଭାବେ ସେଣ୍ଟ୍ରାଲ ଭିଷ୍ଟାରେ ସିଂହଙ୍କ ମୁହଁ ଖୋଲା ରହିବ ।

ନୂଆ ସଂସଦ ଭବନରେ ଖୋଲା ମୁହଁ ଥିବା ସିଂହକୁ ରାଷ୍ଟ୍ରୀୟ ପ୍ରତୀକ ବିରୋଧରେ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି କି ସେଣ୍ଟ୍ରାଲ ଭିଷ୍ଟାରେ କୌଣସି ଆଇନ ଉଲ୍ଲଘଂନ ହୋଇନାହିଁ । ଜଷ୍ଟିସ ଏମଆର ଶାହଙ୍କ ବେଞ୍ଚ ଆବେଦନକର୍ତ୍ତାଙ୍କୁ କହିଛନ୍ତି, କ’ଣ ଆପଣ ଚୟନ କରିବେ ପ୍ରତୀକ କିଭଳି ହେବ ? ଆପଣ ଏହାକୁ ଯେଭଳି ଭାବେ ଦେଖିବେ ସେହିଭଳି ଦେଖାଯିବ । ଏହା ଦେଖୁଥିବା ଲୋକଙ୍କ ବିବେକ ଉପରେ ନିର୍ଭର କରିଥାଏ ।

ସୂଚନା ଅନୁଯାୟୀ, ସୁପ୍ରିକୋର୍ଟରେ ଆବେଦନକର୍ତ୍ତା ଦାବି କରିଥିଲେ କି ଏହାର ଡିଜାଇନ ଭାରତର ରାଜ୍ୟ ପ୍ରତୀକ ଅଧିନିୟମ ୨୦୦୫ର ଉଲ୍ଲଂଘନ । ଆବେଦନକର୍ତ୍ତା ଖୋଲା ମୁହଁ ସିଂହର ପ୍ରତିମୂର୍ତ୍ତିକୁ ଠିକ୍ କରିବାର ନିର୍ଦ୍ଦେଶ ଦେବାର ଦାବି କରିଥିଲେ ।  

ସମ୍ବନ୍ଧିତ ଖବର