PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

୫ଜି କଭରେଜ ଥିବା ବିଶ୍ବର ସର୍ବପ୍ରଥମ ସହର ହେଲା ଶଙ୍ଘାଇ,୪-ଜି ତୁଳନାରେ ଏହାର ସ୍ପିଡ୍ ରହିଛି ଏତିକି ଗୁଣା ଅଧିକ

ବେଜିଂ,୩୦।୩: ୫-ଜି କଭରେଜ ଓ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ଓ ନେଟଓ୍ବର୍କ ଥିବା ଦେଶର ପ୍ରଥମ ସହର ଆଜି ପାଲଟି ଯାଇଛି ଚୀନର ଶଙ୍ଘାଇ। ଚୀନର ନେକ୍ସଷ୍ଟ ଜେନେରେସନ୍ ମୋବାଇଲ ନେଟଓ୍ବର୍କ ମାମଲାରେ ଆମେରିକା ଓ ଅନ୍ୟ ଦେଶକୁ ପଛରେ ପକାଇବାରେ ଲାଗିଛି।୫-ଜି ସେଲ୍ୟୁଲାର ମୋବାଇଲ ଟେକ୍ନୋଲୋଜିର ନେକ୍ସଷ୍ଟ ଜେନେରେସନ୍ ଅଟେ, ଯାହାକି ବର୍ତ୍ତମାନର ୪-ଜି ନେଟଓ୍ବର୍କ ଠାରୁ ୧୦୦ ଗୁଣା ଅଧିକ ସ୍ପିଡ ଦେଇଥାଏ।

ଚାଇନା ଡେଲିର ସୂଚନା ଅନୁସାରେ ଶଙ୍ଘାଇରେ ୫ଜି କଭରେଜ୍ ଓ ବ୍ରଡବ୍ୟାଣ୍ଡ ଗିଗାବିଟ୍ ନେଟଓ୍ବର୍କ ତିଆରି ହୋଇସାରିଛି। ଯାହାର ସଫଳ ଟ୍ରାଏଲ ହୋଇସାରିଛି ଓ ଏହାର ସର୍ଭିସ ଶଙ୍ଘାଇ ହଂକଂରେ ଆଜି ଆରମ୍ଭ କରାଯାଇଛି। ଏଠାରେ ୩ ମାସ ପୂର୍ବରୁ ୫-ଜି ବେସ ଷ୍ଟେସନ୍ ତିଆରି ହୋଇସାରିଛି।

ଲଞ୍ଚିଂ ବେଳେ ଶଙ୍ଘାଇର ଭାଇସ ମେୟର ବୁ କିଙ୍ଗ ବିଶ୍ବର ପ୍ରଥମ ୫ଜି ​‌ଫୋର୍ଡଭେଲ ଫୋନ୍ ହୁଓ୍ବାଓ୍ବେ ମେଟ୍ ଏକ୍ସରୁ ଭିଡିଓ କଲ୍ ମଧ୍ୟ କରିଥିଲେ। କୁହାଯାଉଛି ଯେ, ଏହି ସର୍ଭିସ ସମ୍ପୂର୍ଣ୍ଣ ଭାବରେ ଆରମ୍ଭ ହେବା ପରେ  ୟୁଜର୍ସଙ୍କୁ ନମ୍ବର ନବଦଳାଇ ଏହି ସର୍ଭିସ ମିଳିବା ଆରମ୍ଭ ହୋଇଯିବ। ୧୦୦ ବିଲିୟନ ଡଲାର ରେଭିନ୍ୟ ଥିବା ଚୀନର ଏହି କମ୍ପାନୀ ହୁଭେଭୋକୁ ଆମେରିକା ସହିତ ବିଶ୍ବର ବହୁ ଦେଶ ୫-ଜି କୁ ନେଇ ବିରୋଧ ସାମନା କରିବାକୁ ପହିଛି। ଆମେରିକା କହିଛି ଚୀନ ଗୁଇନ୍ଦାଗିରି କରିବା ପାଇଁ ହୁଓ୍ବାଓ୍ବେ ନେଟଓ୍ବର୍କ ବ୍ୟବହାର କରିପାରେ। କାରଣ ଏହାର ଉପକରଣ ସୁରକ୍ଷିତ ନୁହେଁ।