ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଦିୱାନୀ ସ୍ମୃତି ମନ୍ଧାନା

source:navbharattimes.indiatimes.com
ଆପଣମାନେ ତ ଜାଣିଛନ୍ତି କ୍ରିକେଟ୍ ବିଶ୍ୱର ଲୋକପ୍ରିୟ ଖେଳ ପାଲଟି ସାରିଲାଣି । ତେବେ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଟିମର ଉଭୟ ମହିଳା ଓ ପୁରୁଷ ଦଳ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି । ଆମେ ଆଜି ଆପଣଙ୍କୁ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସମ୍ପର୍କରେ କହିବୁ ଯିଏ କି ଜଣେ ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଉପରେ ଫିଦା ହୋଇଯାଇଛନ୍ତି ।

ସ୍ମୃତି ମନ୍ଧାନା ନିଜ ଖେଳ ସହିତ ନିଜ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବହୁ ଚର୍ଚ୍ଚିତ । ଥରେ ତାଙ୍କୁ ପଚରାଯାଇଥିଲା ଆପଣଙ୍କ ସବୁଠାରୁ ମନ ପସନ୍ଦର ଖେଳାଳୀ କିଏ ସେ ଉତ୍ତର ଦେଇଥିଲେ ଭାରତୀୟ କ୍ରିକେଟର ପୂର୍ବ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ । ସେ ଏହା ମଧ୍ୟ କହିଥିଲେ ଯେ ସେ ଧୋନୀଙ୍କ ବ୍ୟାଟିଂକୁ ଯେତିକି ପସନ୍ଦ କରନ୍ତି ଧୋନୀଙ୍କୁ ମଧ୍ୟ ସେତିକି ପସନ୍ଦ କରନ୍ତି । ତେବେ କହିରଖୁଛୁ ଭାରତୀୟ ପୂର୍ବ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ କୋଟିକୋଟି ଫ୍ୟାନ୍ସ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ସ୍ମୃତି ମଧ୍ୟ ଜଣେ ଫ୍ୟାନ୍ ।