PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଦିୱାନୀ ସ୍ମୃତି ମନ୍ଧାନା

source:navbharattimes.indiatimes.com

ଆପଣମାନେ ତ ଜାଣିଛନ୍ତି କ୍ରିକେଟ୍ ବିଶ୍ୱର ଲୋକପ୍ରିୟ ଖେଳ ପାଲଟି ସାରିଲାଣି । ତେବେ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଟିମର ଉଭୟ ମହିଳା ଓ ପୁରୁଷ ଦଳ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି । ଆମେ ଆଜି ଆପଣଙ୍କୁ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସମ୍ପର୍କରେ କହିବୁ ଯିଏ କି ଜଣେ ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଉପରେ ଫିଦା ହୋଇଯାଇଛନ୍ତି ।  

source:www.sportskeeda.com

ସ୍ମୃତି ମନ୍ଧାନା ନିଜ ଖେଳ ସହିତ ନିଜ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବହୁ ଚର୍ଚ୍ଚିତ । ଥରେ ତାଙ୍କୁ ପଚରାଯାଇଥିଲା ଆପଣଙ୍କ ସବୁଠାରୁ ମନ ପସନ୍ଦର ଖେଳାଳୀ କିଏ ସେ ଉତ୍ତର ଦେଇଥିଲେ ଭାରତୀୟ କ୍ରିକେଟର ପୂର୍ବ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ । ସେ ଏହା ମଧ୍ୟ କହିଥିଲେ ଯେ ସେ ଧୋନୀଙ୍କ ବ୍ୟାଟିଂକୁ ଯେତିକି ପସନ୍ଦ କରନ୍ତି ଧୋନୀଙ୍କୁ ମଧ୍ୟ ସେତିକି ପସନ୍ଦ କରନ୍ତି । ତେବେ କହିରଖୁଛୁ ଭାରତୀୟ ପୂର୍ବ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ କୋଟିକୋଟି ଫ୍ୟାନ୍ସ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ସ୍ମୃତି ମଧ୍ୟ ଜଣେ ଫ୍ୟାନ୍ ।

ସମ୍ବନ୍ଧିତ ଖବର